Browsing Category
ପ୍ରମୁଖ ଖବର
ଗଁଦିଆ ବ୍ଲକରେ ମେଗା ଋଣ ମେଳା ଅନୁଷ୍ଠିତ
ଢେଙ୍କାନାଳ : ଗଁଦିଆ ବ୍ଲକରେ ଏକ ବ୍ଲକ ସ୍ତରୀୟ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି | ଓଡିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ ଉକ୍ତ ମେଳାରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ମେଳା ରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ…
ଗଁଦିଆ ହାଇସ୍କୁଲ ରେ ସ୍କାଉଟ ଗାଇଡ଼ ପକ୍ଷ ରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଢେଙ୍କାନାଳ : ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡସ ତରଫରୁ "ଜୀବନ ବିନ୍ଦୁ " କାର୍ଯ୍ୟକ୍ରମ ଗଁଦିଆ ହାଇସ୍କୁଲ ରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ , ବ୍ଲକ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ , ପ୍ରାକ୍ତନ ଶିକ୍ଷକ…
ସମୂହ ବ୍ରତୋପନୟନ ଅନୁଷ୍ଠିତ
ଢେଙ୍କାନାଳ : ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା |
ଏହି ମହତ୍…
ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ
ଢେ଼ଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ପିଙ୍ଗୁଆ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଦେଶ୍ୟରେ ରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ କୁ କଲେଜ ର ଅଧ୍ୟକ୍ଷ ଭଗବାନ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି…
ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ
ଢେଙ୍କାନାଳ : ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟ ରେ ଆଜି ଠାରୁ ପହିଲି ଭୋଗ ଆରମ୍ଭ ହୋଇଛି | ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ | ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ମହାସ୍ନାନ , ନୂତନ ବସ୍ତ୍ର ପରିଧାନ , ତୁଳସୀ ହାର ,ଫୁଲ ହାର ରେ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…
ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ
ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଟେଣୀ ଗ୍ରାମ ସନିକଟ କୁମ୍ଭାରୁନୀବାଟି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ କୁ ପୁଲିସ ଏବଂ ପ୍ରଶାସନ ବନ୍ଦ କରିଛନ୍ତି | ଜଣେ ୧୭ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ କରୁଥିବାର ଖବର ପାଇ ଗଁଦିଆ ବ୍ଲକ ମହିଳା ଓ ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଳା…
ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ
ଢେଙ୍କାନାଳ : ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱିତତ୍ୱବିଦ, ପ୍ରତିଥଯଶା ପ୍ରାଧ୍ୟାପକ, ସୁସାହିତି୍ୟକ, ସଫଳ ଅନୁବାଦକ ସ୍ୱର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ୧୦୦ ବର୍ଷ ପୁର୍ତି ଦିବସ ୧୪ ଡିସେମ୍ବର ୨୦୨୧ ତାରିଖରେ ତାଙ୍କ…
କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା
ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ…
ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ
ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକରେ ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି | ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଠିକାଦାର ମନ ଇଛାରେ ମେସିନ ଲଗେଇ କାମ କରୁଛନ୍ତି ତ କେଉଁ ଠାରେ ସୂଚନା ଫଳକରେ ସଠିକରେ ଫଳକ ଲେଖା ଯାଉ ନାହିଁ ! ଏହି ପରି ଭାବରେ କାର୍ଯ୍ୟ କରି…