Browsing Category
ପ୍ରମୁଖ ଖବର
ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ
ଢେଙ୍କାନାଳ: ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଢେ଼ଙ୍କାନାଳ-ଅନୁଗୋଳ ପାସେଞ୍ଜର ଆସୋସିଏସନ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ,ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କର୍ଯ୍ୟଟି…
ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ…
ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ବାର୍ଷିକ ସମ୍ମିଳନୀ ପାରସ୍ପରିକ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେଇଛି
ଗୁରୁଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ତିନି ଦିବସୀୟ ୧୨୬ତମ ବାର୍ଷିକ ସମ୍ମିଳନୀ ଗତକାଲି ସଫଳତା ପୁର୍ବକ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜମାଅତ ଅହମ୍ମଦିଆର ଆଧ୍ୟାତ୍ମିକ ବିଶ୍ଵ ଖଲିଫା ହଜରତ ମିର୍ଜା ମସରୁର ଅହମ୍ମଦ ଲଣ୍ଡନରୁ ଏମ୍.ଟି.ଏ ଟେଲିଭିଜନ…
ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗେଙ୍ଗୁଟିଆ ପଂଚାୟତ ଅଧିନସ୍ଥ ରଣପଶି ଗ୍ରାମଠାରେ ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ପରିସର ମଧ୍ୟରେ ଖ୍ରୀଷ୍ଟମାସ ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସୁନ୍ଦର ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ…
ମହିମାସ୍ୱାମୀଙ୍କ ୨୧ଦିନାଙ୍କ ଯୋଗନିଦ୍ରା ଉତ୍ସବ ଉଦଯାପିତ
ଢେଙ୍କାନାଳ: କପିଳାସ ମହିମା ତପୋବନ ପୀଠରେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବ ଗତକାଲି ବଡଦିନ ୨୫ ତାରିଖ ଶନିବାର କୋଭିଡ୍ କଟକଣା ମଧ୍ୟରେ ଯଥାରୀତି ଉଦଯାପିତ ହୋଇଯାଇଛି । ଏହି ଅବସରରେ ତପୋବନ ପୀଠର ସଂସ୍ଥାପକ ଶ୍ରୀମଦ୍ ରଘୁନାଥ…
ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ…
ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ ଦଳକୁ ହରାଇ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ବିଜୟୀ
ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ର ୪ର୍ଥ ଲିଗ ମ୍ୟାଚ ରବିବାର ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ କ୍ଲବ ଏବଂ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ…
ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ
ଗୁରଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ୍ ଜମାତ ଭାରତର ରାଷ୍ଟ୍ରୀୟ ମୁଖ୍ୟାଳୟ, କାଦିଆନ୍ ଜିଲ୍ଲା ଗୁରଦାସପୁର (ପଞ୍ଜାବ) ଠାରେ ତିନି ଦିନିଆ ବାର୍ଷିକ ଜଲସା ୨୪ ଡିସେମ୍ବର ୨୦୨୧ ଦିନ ପବିତ୍ର କୋରାନର ପାଠ ଏବଂ ଜମାତର ପତାକା ଉତ୍ତୋଳନ ଏବଂ ସାମୂହିକ ପ୍ରାର୍ଥନାର…
ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ
ଢେଙ୍କାନାଳ: ଶନିବାର ଦିନ ସନ୍ଧ୍ୟା ସାତଟା ସମୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ର ଚତୁର୍ଦ୍ଦଶ ଇ ପାଠ ଚକ୍ର ଜିଲ୍ଲା ଶାଖା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ କୋହ୍ଲାନ…
ଆଳତୁମା ଠାରେ ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା
ଭୁବନ : ଢେଙ୍କାନାଳ ଜିଲ୍ଲା ଦେଇ ଜାତୀୟ ରାଜପଥ ୫୩ ଅନନ୍ତପୁର ଠାରୁ ପିତିରି ପର୍ଯ୍ୟନ୍ତ ଲମ୍ବିଛି । କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦର ଆଳତୁମା ଗ୍ରାମ ନିକଟରେ ଏକ ଭେହିକିଲ ଅଣ୍ଡରପାସ ନିମନ୍ତେ ଜନସାଧାରଣଙ୍କ ଦାବି ଉପସ୍ଥାପନା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶତୃଘ୍ନ ଜେନାଙ୍କ ଜରିଆରେ…