Take a fresh look at your lifestyle.
Browsing Category

ପ୍ରମୁଖ ଖବର

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦାଶରଥି ଗମାଙ୍ଗ

ମୋହନା(ଗଜପତି) : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚାନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର ପାଇ ଲୋକଙ୍କ ସମସ୍ୟା ସମାଧାନରେ ପ୍ରଶାସନର ଦୃଷ୍ଟିକୁ ଆଣି କାର୍ଯ୍ୟ ·ଲୁ ରଖିଥିବାରୁ ଉପସ୍ଥିତ…

ଗଣମାଧ୍ୟମକୁ କାଲୁରିଆ-ଗୋରଡିଆ ସେତୁକୁ ଯିବା ମନା କାହିଁକି?

 ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଖବର ସଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା କର୍ମୀ ଦେଖେଇଲେ ନାଲି ଆଖି । କାଲୁରିଆ ଗୋରଡିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା।କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଗ୍ରହ ସମୟରେ ଏଭଳି…

ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଯୁବବର୍ଗଙ୍କ ଲାଇନ

ଢେଙ୍କାନାଳ: ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଲମ୍ବାଲାଇନ ଦେଖିବାକୁ ମିଳିଛି । ଯୁବବର୍ଗର ଲୋକ ମାନେ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରୁଛନ୍ତି ନୂଆ ଲୁକ ପାଇଁ । ସଦର ବ୍ଲକ ବଣସିଂହ ଗ୍ରାମ ପଞ୍ଚାୟତ ମାକେର୍ଟ କମ୍ପ୍ଲେକ୍ସରେ ରହିଛିି କମଳ ବାରିକଙ୍କ ସେଲୁନ । ସେ…

କଂଗ୍ରେସ କମିଟି ତରଫରୁ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପତାକା ଉତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବି ନାରାୟଣ ମହାନ୍ତି,…

ଜାତୀୟ ସ୍ତରୀୟ ୱେବିନାର,ଜିଏସଟି ଉପରେ ଆଲୋଚନା

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟବିଭାଗ ଓ ଦି ଇନଷ୍ଟିଚୁଟ ଅଫ କଷ୍ଟ ଆଣ୍ଡ ଆକାଉଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖାର ସହଯୋଗରେ ଜିଏସଟି ମୁଭିଙ୍ଗ ଆହେଡ୍ ଶିର୍ଷକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ…

ଯୋରନ୍ଦା: ସରପଞ୍ଚ ପଦବୀ ସଂରକ୍ଷଣକୁ ବାତିଲ ଦାବି କଲେ ମହିମା ସନ୍ୟାସୀ

ଯୋରନ୍ଦା: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ଟି ଅନୁସୂଚିତ ଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ମହିମା ସନ୍ୟାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନୁସୂଚିତ ଜାତି ମହିଳା ମାନଭ୍କ ପାଇଁ ସରପଞ୍ଚ…

ସାମ୍ବାଦିକଙ୍କ ଗିରଫଦାରୀକୁ ବିରୋଧ: ଏସପିଙ୍କ ଦ୍ବାରସ୍ଥ ହେଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

ଭବାନୀପାଟଣା: ମିଥ୍ୟା ମାମଲାରେ ନର୍ଲାର ସାମ୍ବାଦିକଙ୍କୁ ଛନ୍ଦି ରାତି ଅଧିଆ ଗିରଫଦାରୀକୁ ତିବ୍ର ବିରୋଧ କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ…

ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ…

ଢେଙ୍କାନାଳ  : ସଂପ୍ରତି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷ ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…

ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ : ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନାଉକିଆରି ଗାଁରେ ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହକାରୀ ଭେକ୍ଟରବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ୍ ଓ ଜିଲ୍ଲା ଭେକ୍ଟର…