Take a fresh look at your lifestyle.
Browsing Category

ପ୍ରମୁଖ ଖବର

ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ

ଢେଙ୍କାନାଳ: ଏହି କର୍ମଶାଳାରୁ ବେଶ୍‍ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ୍‍ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନ୍‍ର ରୂପ ଦେବା ଆଉ ଲୋକେ ବୁଝିବା ଭଳି କେମିତି ତାକୁ ବ୍ୟାଖା କରିବା ଆଦି ଅନେକ ବିଭବ ଜାଣିପାରିଲି । ଏହାସହ କାର୍ଟୁନ୍‍ ଆଙ୍କିବା ସମୟରେ କେଉଁ…

ପ୍ରଗତିଶୀଳ ଅନୁଷ୍ଠାନମାନଙ୍କ ମହାମଂଚ “ଢେଙ୍କାନାଳର ସ୍ୱର”

ଢେଙ୍କାନାଳ: ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନେ୍ଦାଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ…

ଅବହେଳିତ ଢେଙ୍କାନାଳ ର ରୂପରେଖ ପାଇଁ ଦାୟୀ କିଏ ?

ମନୋରଞ୍ଜନ 'ଢେଙ୍କାନାଳ ର ସ୍ଵର ' ଉତ୍କଳର କେନ୍ଦ୍ର ସ୍ଥଳରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ , ଅବିଭକ୍ତ ଢେଙ୍କାନାଳ ମଧ୍ୟ ଦେଇ ତିନୋଟି ନଦୀ ବହି ଯାଇଛି ।ଏହା ପ୍ରକୃତି ମାଙ୍କର ଢେଙ୍କାନାଳ ଜିଲ୍ଲାବାସୀ ଙ୍କ ପାଇଁ ଆଶୀର୍ବାଦ । ସ୍ବାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଏସବୁ ନଦୀର ଜଳକୁ…

ପଞ୍ଚାୟତ ନିର୍ବାଚନ  ପରେ ପ୍ରଥମ କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା : ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ  ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ…

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଅନୁଭୂତି ଶୁଣିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ଢ଼େଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବନମାଳିପ୍ରସାଦ ସ୍ଥିତ ଢ଼େଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରପଦା ସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ(ଆଇଟିଆଇ)କୁ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଥମେ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

କୋଣାର୍କ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଯାରି ରହିଛି । ଏ ସଂପର୍କିତ…

ଇକୋ ରିଟ୍ରିଟରେ ମାଇଁ ସିଟି ଲିଙ୍କ କର୍ପୋରେଟର  ଆଇକନ ଆୱାର୍ଡ : ୧୦  ସମ୍ବର୍ଦ୍ଧିତ 

କୋଣାର୍କ: ଶନିବାର କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ "ମାଇଁ ସିଟି ଲିଙ୍କ କରପୋରେର୍ଟେ ଆଇକନ ଆୱାର୍ଡ" ର ତୃତୀୟ ସଂସ୍କରଣ  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍‌ ଏବଂ ଫ୍ଯାସନ୍‌ ଜଗତର  ଚିନ୍ତକ, ଉଦ୍ଭାବକ ଏବଂ…

କଳିଙ୍ଗ ଷ୍ଟାଡିଅମ୍‌ : ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି…

ମାଟି କୁଡ଼ିଆରେ ବିତୁଛି ଜୀବନ

କଙ୍କାଡାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କାଡାହାଡ଼ ବ୍ଲକ କେରଜୋଳି ପଂଚାୟତ ରୋଡ଼ଙ୍ଗ ଗ୍ରାମର କାଙ୍ଗାଳ ମହାରଣା  (60)ଙ୍କ ପାଇଁ  ସରକାରୀ ଯୋଜନା ସାତସପନ ପାଲଟିଛି । ମାଟି କୁଡ଼ିଆରେ ଦୁଇ ପ୍ରାଣୀ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ସତେ ଯେମିତି ସରକାର ଏମାନଙ୍କ ପାଇଁ ଚିର ନିଦ୍ରାରେ…

ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ସଂସ୍କରଣ ଖୁବ୍‍ ଶୀଘ୍ର

ଢେଙ୍କାନାଳ: ସୁସାହିତ୍ୟିକ ମୃଣାଳ ଚାଟାର୍ଜୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ଅନୁବାଦ କୋଲକାତା ଆନ୍ତର୍ଜାତିକ ପୁସ୍ତକ ମେଳାରେ ପ୍ରକାଶିତ ହେଉଛି । ମୂଳ ଓଡ଼ିଆରୁ ଏହାକୁ ବଙ୍ଗଳାକୁ ଅନୁବାଦ କରିଛନ୍ତି ସମ୍ବିତ ପାଲ । ପୁସ୍ତକଟିକୁ କୋଲକାତାର ଇତିକଥା ପବ୍ଲିକେଶନ୍‍ ପ୍ରକାଶ…