Take a fresh look at your lifestyle.
Browsing Category

ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଜଳ ପରିମଳ ଓ ପରିଚ୍ଛନ୍ନତା ତାଲିମ ଉଦଯାପିତ

ଭୁବନେଶ୍ୱର: ବିଶ୍ଵ ଯୁବକେନ୍ଦ୍ର ନୂଆଦିଲ୍ଲୀ,ଆଇ.ଆଇ.ୱାଇ. ଡି ଭୁବନେଶ୍ୱର ଓ ଫାନ୍ସା ଇଣ୍ଡିଆର ମିଳିତ ସହଯୋଗରେ ଭୁବନେଶ୍ୱର ରେଡକ୍ରସ ଭବନଠାରେ   ଦୁଇ ଦିନ ଧରି ଜଳ ପରିମଳ ଓ ପରିଚ୍ଛନ୍ନତା ସମ୍ବନ୍ଧ ରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ରେଡକ୍ରସ ସୋସାଇଟି…

ଜୁନିଅର କିରୋଗୀ ଓ ପୁମସି ଖେଳାଳିଙ୍କ ଚିତାକର୍ଷକ ବିଜୟ

କୋଣାର୍କ: ୩୦.୦୧.୨୦୨୩ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା ମୁଖ୍ୟ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

କୋଣାର୍କ :ପୁରୀ ବାଙ୍ଗୋର ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଦେହ ଅସୁସ୍ଥ କାରଣରୁ କଏଦୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ। ଖବର ଅନୁଯାୟୀ, ଗତ ୧୬ ଜୁଲାଇ ୨୦୨୨ରେ ଏକ ହତ୍ୟା ଘଟଣାରେ…

ହସ୍ତଶିଳ୍ପୀ ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଦାବି

କୋଣାର୍କ : କୋଣାର୍କ ଟୁରିଷ୍ଟ ମାର୍କେଟ ସ୍ଥିତ କନକ ମଣ୍ଡପ ପରିସରରେ ହସ୍ତଶିଳ୍ପୀ ବ୍ୟବସାୟୀ ମହାସଂଘର ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବିଳନୀରେ ହ୍ୟାଣ୍ଡିକ୍ରାଟ କମର୍ସିଆଲ଼ ଆସୋସିଏସନ, କଳିଙ୍ଗ କମର୍ସିଆଲ଼ ଆସୋସିଏସନ,…

ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଅହମ୍ମଦିୟା ମୁସଲିମ ସଂଗଠନର ପ୍ରୟାସ

ଓଡ଼ିଶା: ବିଶ୍ଵବ୍ୟାପ୍ତ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ତରଫରୁ ୨୨ ଜାନୁଆରୀ ୨୦୨୩ ରବିବାର ଦିନ “ ହୋଟେଲ ପାଲ ହାଇଟସ୍” ଠାରେ ଏକ ‘Peace Symposium’- ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ ଗଣେଶୀ ଲାଲ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ…

୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

କୋଣାର୍କ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୩୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ବାରଣାସୀ ଓ ଆହ୍ଲାବାଦ ପରିଭ୍ରମଣ କରିବା ସହ ଚଳିତ ମାସ ୩୧ ତାରିଖରେ ପୁରୀ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।…

ବୋହୂର ବିବାହ କରାଇଲେ ଶଶୁର।

 ଭୁବନେଶ୍ୱର: ବୋହୂର ବିବାହ କରାଇଲେ ଶଶୁର। ଏଭଳି ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।  ମୁଁ ଭୁଲ କରିଛି କି ଠିକ…

ଚନ୍ଦ୍ରଭାଗା ମାଘମେଳା ପାଇଁ ମୁତୟନ ହେବେ ୩୦୦ସ୍ବେଛାସେବୀ

କୋଣାର୍କ : ବିଶ୍ଵପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କର ଏକ ମିଳିତ ବୈଠକ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର କୁମାର ତେଜ଼ ଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀନିବାସ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l     …

ଛୁଆହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳ ମହୁଲପଡା ଜଙ୍ଗଲ ମଧ୍ୟରୁ ଏକ ଛୁଆହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀମୃତ୍ୟୁ ସ୍ଥଳରେ ଦଳବଦ୍ଧ ହୋଇ ଅନ୍ୟ ହାତୀ ଜଗି ରହିଥିବାରୁ ବନବିଭାଗ ସେଠାରେ ପହଞ୍ଚି ପାରନଥିବା ଜଣାପଡିଛି । ମହୁଲପଡା…

ପୋଲ ତଳକୁ ଖସି ପଡିଲା ବସ, ଦୁଇ ମହିଳା ମୃତ,30 ଆହତ

ଢେଙ୍କାନାଳ: ସଦର ଥାନା ସିମିନଇ ନିକଟ ପାଞ୍ଚପଟି କେନାଲ ବ୍ରିଜ ତଳ କୁ ଏକ ଟୁରିଷ୍ଟ ବସ ଖସିପଡିବାରୁ  ଘଟଣାସ୍ଥଳ ରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଛି | ବସ ରେ ଥିବା 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ20 ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼…