Take a fresh look at your lifestyle.
Browsing Category

ରାଜ୍ୟ ଖବର

ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ

ଢେଙ୍କାନାଳ: ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଓକିଲ ଯୋଗେନ୍ଦ୍ର ନାଥ ତ୍ରିପାଠୀ ପଞ୍ଚ ଭୁତରେ ବିଲିନ ହୋଇଛନ୍ତି । ଢେଙ୍କାନାଳ ସୁଆଗୀସ୍ତିତ ସ୍ମଶାନରେ ତାଭ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । କଟକରୁ ତାଙ୍କର…

ବିଶିଷ୍ଠ ସମାଜବାଦୀ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ : ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଯୋଗେନ୍ଦ୍ର ନାଥ ତ୍ରିପାଠୀ ଆଉ ନାହାନ୍ତି । ସେ ଶନିବାର ରାତିରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ  ପାଇଁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ…

ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି

ଢେଙ୍କାନାଳ : ସାଧାରଣ ନିର୍ବାଚନ ପୂର୍ବରୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ବେକାର ଯୁବକ ଯୁବତୀମାନଙ୍କ ଭୋଟ୍ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ । ସାଧାରଣ ନିର୍ବାଚନ - ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ…

ଆସନ୍ତା ୫ ତାରିଖ ରେ ଢେଙ୍କାନାଳ ଜିଲାରେ କୁଆପଥର ବର୍ଷା ହୋଇପାରେ

ଢେଙ୍କାନାଳ: ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ମଧ୍ୟକୁ ବଙ୍ଗୋପସାଗରରୁ ଉଷ୍ଣ ଜଳୀୟବାଷ୍ପ ପ୍ରବାହ  ପ୍ରଭାବରେ ଆସନ୍ତା  ୫ ତାରିଖ ରେ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।  ୩ ଓ ୪ ତାରିଖ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।…

ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା କୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବୀ

କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ  କୁ ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଦାବୀ କରିଛନ୍ତି । ନୀଳାଚଳ ଇସ୍ପାତ…

ସାମ୍ବାଦିକଙ୍କ ପିତୃ ବିୟୋଗ

କୋଣାର୍କ: କୋଣାର୍କର ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପିତୃ ବିୟୋଗ । କୋଣାର୍କରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଶିକ୍ଷକତା ବୃତ୍ତି ଆରମ୍ଭ ଓ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର…

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

ବ୍ରହ୍ମପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନ ଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ଉପସଭାପତି ଏବଂ ବରିଷ୍ଠ…

ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ

ଭୁବନ: ଭୁବନ ସହର ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା’ ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୩ ତାରିଖ କୁମ୍ଭସଂକ୍ରାନ୍ତୀ ଠାରୁ ତିନିଦିନ ବ୍ୟାପି ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ନାମ , ଘୃତ , ଜପ ଓ ଜ୍ଞାନଯଜ୍ଞ ସରକାରଙ୍କ କୋଭିଡ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବ । ୧୩ ତାରିଖ ରବିବାର ଅଙ୍କୁରାରୋପଣ…

ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…

ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାପଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ମାଘ ମେଳା ବା ଯୋରନ୍ଦା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ କଟକଣା ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ଫେବୃଆରୀ ୧୫ ତାରିଖରେ ମେଳା…