Browsing Category
ରାଜନୀତି
୨୨ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଡେଲାଙ୍ଗ ଓ ପିପିଲି ବ୍ଲକରେ ହେବ ମତଦାନ
କୋଣାର୍କ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୯୧ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,…
ସାମ୍ବାଦିକଙ୍କୁ ଆକ୍ରମଣ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା
ଢେଙ୍କାନାଳ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପାର୍ଟିର ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାମ୍ବାଦିକ ମାନେ ହେଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ।
ଯେତେ ବେଳେ ସରକାରଙ୍କର କୌଣସି…
ବାଲିବୋ: ସରପଂଚ ପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ଚଳିତଥର ଅନୁସୂଚିତ ଜାତିବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ଥିବା ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ…
ଗଡନୃସିଂହପ୍ରସାଦ : ସରପଂଚ ,ସମିତିସଭ୍ୟା ପ୍ରାର୍ଥୀଙ୍କ ମିଳିତ ପ୍ରଚାର ଜମୁଛି
ଭୁବନ : ଭୁବନ ବ୍ଲକର ପ୍ରତ୍ୟେକ ପଂଚାୟତ ରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଅଲଗା ଅଲଗା ଭାବେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଗଡନୃସିଂହପ୍ରସାଦ ପଂଚାୟତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନୁସୂଚିତ ଜାତି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ଥିବା ଏହି ପଂଚାୟତରେ ଝିଲ୍ଲୀ…
ଏକତାଳିରେ ଦେବଶ୍ରୀ ଓ ଝିଲ୍ଲୀପ୍ରଭା ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତରେ ଚଳିତ ଥର ସରପଂଚ ପଦବୀ ମହିଳା ଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଝିଲ୍ଲୀପ୍ରଭା ବେହେରା (ଖୋଲାବହି ) , ଦେବଶ୍ରୀ ଦାସ (ମାଛ) ଓ ରେଖାରାଣୀ ସାମଲ (ସୂର୍ଯ୍ୟ) ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଶାସକ ବିଜୁ ଜନତା ଦଳ ସମର୍ଥôତ…
ବିଜେଡି-ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ,ମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା
ଭୁବନ: ଭୁବନ ବ୍ଲକ ର ୨ ନମ୍ବର ଜୋନ ଟି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଜୋନ ଟି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।
ଦୟଣାବିଲି , ସୁପ୍ରତାପପୁର , ଗଡନୃସିଂହପ୍ରସାଦ, ବାରୁଆଁ ,…
ନିହଲପ୍ରସାଦ: ୪ଟି ବୁଥରେ ହେବ ସାନି ମତଦାନ
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମ ପଂଚାୟତର ୨, ୬, ୭,୧୧ ଆଦି ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
କମିଶନଙ୍କ ବିଜ୍ଞପ୍ତି ଆଧାର ରେ ଜିଲାପାଳ ସରୋଜ କୁମାର ସେଠୀ…
ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା…
ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା
ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି ।
ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ…
ଓଡିଶରେ ମୋହନ ମାହୁନ୍ତ ଙ୍କ ଜୋରଦାର ପ୍ରଚାର
ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ନବଗଠିତ ଓଡିଶ ପଂଚାୟତରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତଏହି ଆସନରେ ଚଳିତ ଥର ୪ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେମାନଙ୍କ ମଧ୍ୟରୁ…