Browsing Category
ରାଜନୀତି
ନିହଲପ୍ରସାଦ ରେ ପୁନଃ ମତଦାନ : ସୁରକ୍ଷା ବ୍ୟବସ୍ଥା କଡାକଡି
ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତରେ ଆସନ୍ତା କାଲି ଅନୁଷ୍ଠିତ ପୁନଃ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକୁଡି କରାଯାଇଛି ।
ଯେପରି ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ…
ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ।
ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ…
ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି ।
ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ…
ମଠକରଗୋଳା : ଶଶୀକାନ୍ତ ଓ ସଂଧ୍ୟାରାଣୀ ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ରେ ନିର୍ବାଚନ ପ୍ରଚାର ଜୋର ଧରିଛି । ଅଣସଂରକ୍ଷଣ ଥିବାଏହି ଆସନରେ ଚଳିତ ଥର ଅଜୟ କୁମାର ନାୟକ (ଖୋଲାବହି) , ପରମାନନ୍ଦ ଦାସ (ମାଛ) , ରମେଶ ସ୍ୱାଇଁ (ସୂର୍ଯ୍ୟ) ଶଶୀକାନ୍ତ ସ୍ୱାଇଁ (ଖୋଲାଛତା) ଓ ଶାନ୍ତନୁ ନାୟକ (ହଳଲଙ୍ଗଳ) ଚିହ୍ନରେ ସରପପଂଚ…
ଦୟଣାବିଲ ରେ ହେମନ୍ତ ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଂଚାୟତ ରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତ ଏହି ଆସନରେ ଚଳିତ ଥର ୨ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେମାନଙ୍କ ମଧ୍ୟରୁ…
ଭୁବନ ବ୍ଲକ:୧ ନମ୍ବର ଓ ୩ ନମ୍ବର ଜୋନରେ ବିଜେଡି ସ୍ଥିତି ମଜବୁତ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆସନ୍ତା ୨୨ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆଜି ପ୍ରଚାରର ଅନ୍ତିମ ଦିବସରେ ଉଭୟ ବିଜେଡି ଓ ବିଜେପି ତରଫରୁ ଜୋରଦାର ପ୍ରଚାର , ରାଲି ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଭୁବନ ବ୍ଲକର ୧ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥôନୀ…
୨୨ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଡେଲାଙ୍ଗ ଓ ପିପିଲି ବ୍ଲକରେ ହେବ ମତଦାନ
କୋଣାର୍କ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୯୧ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,…
ସାମ୍ବାଦିକଙ୍କୁ ଆକ୍ରମଣ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା
ଢେଙ୍କାନାଳ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପାର୍ଟିର ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାମ୍ବାଦିକ ମାନେ ହେଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ।
ଯେତେ ବେଳେ ସରକାରଙ୍କର କୌଣସି…
ବାଲିବୋ: ସରପଂଚ ପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ଚଳିତଥର ଅନୁସୂଚିତ ଜାତିବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ଥିବା ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ…
ଗଡନୃସିଂହପ୍ରସାଦ : ସରପଂଚ ,ସମିତିସଭ୍ୟା ପ୍ରାର୍ଥୀଙ୍କ ମିଳିତ ପ୍ରଚାର ଜମୁଛି
ଭୁବନ : ଭୁବନ ବ୍ଲକର ପ୍ରତ୍ୟେକ ପଂଚାୟତ ରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଅଲଗା ଅଲଗା ଭାବେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଗଡନୃସିଂହପ୍ରସାଦ ପଂଚାୟତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନୁସୂଚିତ ଜାତି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ଥିବା ଏହି ପଂଚାୟତରେ ଝିଲ୍ଲୀ…