Browsing Category
ରାଜନୀତି
ମାନିନୀ ସାହୁ ଭୁବନ ଏନଏସି ଉପାଧ୍ୟକ୍ଷା ଭାବେ ନିର୍ବାଚିତ
ଭୁବନ :ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର କାଉନସିଲର ମାନିନୀ ସାହୁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସାହୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ୱାର୍ଡର କାଉନସିଲର ସସ୍ମିତା…
ଭୁବନ ରେ ୭୯ ପ୍ରତିଶତ ମତଦାନ
ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ସକାଳ ୮ ଘଟିକାଠାରୁ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ୫ ନମ୍ବର ୱାର୍ଡର ୮ ନମ୍ବର ବୁଥ କୁ ପିଙ୍କ ବୁଥ କରାଯାଇଥିଲା ।…
ପୌର ନିର୍ବାଚନ : ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ମତଦାନ
କୋଣାର୍କ: ପୌର ନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ପୁରୀ ପ୍ରଦିକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୨୪ ତାରିଖରେ ନିମାପଡାର…
କାଳିନ୍ଦୀ ବାରିକ ସଦର ବ୍ଲକ ଉପାଧ୍ୟକ୍ଷ ହେଲେ
ଢେଙ୍କାନାଳ :ଢେଙ୍କାନାଳ ସଦର ପଞ୍ଚାୟତ ସମିତି ର ନୂତନ ଉପାଧ୍ୟକ୍ଷ ଭାବେ କାଳିନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି | ସେ ବିଜୁ ଜନତା ଦଳ ସମର୍ଥନ ରେ ଚାଉଳିଆ ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ |
ସଦର ପଂଚାୟତ ସମିତି ଅଧ୍ୟଖ୍ୟା ତଥା ଶୁଆଖାଇ…
ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ
ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି…
ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି
ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…
ଭୁବନ ରେ ସାଂସଦ ମହେଶ ସାହୁ ଙ୍କ ପ୍ରଚାର
ଭୁବନ : ଚଳିତ ପୌର ନିର୍ବାଚନରେ ଶାସକ ବିଜେଡି ନବାଗତ ତଥା ଯୁବ ନଗରପାଳ ପ୍ରାର୍ଥୀ ସହିତ ଯୁବ କାଉନସିଲର ପ୍ରାର୍ଥୀ ଦେଇ ଭୁବନରେ ବିଜେଡି ଗଡ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିଛି ।
ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମାରାତନ ପ୍ରଚାର…
ବ୍ରହ୍ମପୁର ମହାନଗର ନିଗମ: ମଞ୍ଜୁ ରଥଙ୍କ ପାଇଁ ବିଧାୟକ ରମେଶ ଜେନାଙ୍କ ନିର୍ବାଚନ ପ୍ରଚାର ଜେ।ରଦାର
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜେ।ରଦାର ହେ।ଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍୍ୱରେ ଅ।ୟେ।ଜିତ ଶେ।ଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହେ।ଇଥିଲେ ।
କଂଗ୍ରେସର…
ବିଜେପି ଛାଡି ବିଜେଡି ରେ ମିଶିଲେ ମୁନ୍ନା
ଭୁବନ : ବରିଷ୍ଠ ବିଜେପି ନେତା ପ୍ରବାଳକାନ୍ତି ସାହୁ (ମୁନ୍ନା) ବିଜେପି ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି । ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନ୍ନା ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।
ବିଜେଡିର ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା)…
ବିଜେଡି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ଙ୍କ ଦୋକାନ ବଜାର ଓ ଘରକୁ ଘର ବୁଲି ପ୍ରଚାର
ଭୁବନ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି , ଧିରେ ଧିରେ ନିର୍ବାଚନ ଉସ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ଏନଏସି ର ଯୁବ ନଗରପାଳ ପ୍ରାର୍ଥୀ ଙ୍କ ପାଇଁ ୧ ନମ୍ବର…