Browsing Category
ରାଜନୀତି
ଚକ୍ରାନ୍ତ ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର -ଆମ୍ ଅଦମୀ ପାର୍ଟି
ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ…
ସୁର୍ଯ୍ୟ ପାତ୍ରଙ୍କ ସ୍ମୃତିଚାରଣ ଜିଲ୍ଲା ବିଜେଡି
ଢ଼େଙ୍କାନାଳ : ପୁର୍ବତନ ବାଚସ୍ପତି ଓ ପୁର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୁର୍ଯ୍ୟନାରାୟଣ ପାତ୍ରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଲ ଜିଲ୍ଲା ସଭାପତି ଡ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ଓ ଶୋକସଭା ବିଜୁ…
ବିଜେପି ପରିବର୍ଦ୍ଧିତ କୋର୍ କମିଟି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ
ଢେଙ୍କାନାଳ : ଗତ ୩ ତାରିଖ ରବିବାର ଦିନ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା ପରିପର୍ଦ୍ଧିତ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେଇ ମହା ଜନସଂପର୍କ ଅଭିଯାନର ସମୀକ୍ଷା କରିବା ସହ…
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୬୨ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତି୍ୟକ, କବିଙ୍କ ଲେଖନୀ ଯେ।ଗୁଁ ଅ।ଜି ଓଡ଼ିଅ। ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଛି ବେ।ଲି ବକ୍ତାମାନେ ମତ ଦେଇଛନ୍ତି । ଓଡ଼ିଶାର ସର୍ବପୁରାତନ ସାହିତ୍ୟ ସମ୍ବାଦପତ୍ର…
ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ଥିଲେ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ…
ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ ମା ଭଉଣୀ ଙ୍କୁ ମୋଦି ଙ୍କ ଉପହାର : ଧର୍ମେନ୍ଦ୍ର ପ୍ରଧାନ
ଭୁବନ: ରକ୍ଷା ବନ୍ଧନ ର ଦିନକ ପୂର୍ବରୁ ଘରୋଇ ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ କରି କୋଟି କୋଟି ମା ଭଉଣୀ ଙ୍କୁ ମୋଦି ସରକାର ରକ୍ଷା ବନ୍ଧନ ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଭୁବନ ମିନି ଷ୍ଟାଡିୟମ ଠାରେ ବିଜେପି…
ଜିଲ୍ଲା କଂଗ୍ରେସ ର ୧୮ ଅଗଷ୍ଟ ବ୍ଲକ୍ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ
ଢେଙ୍କାନାଳ: ଅଦ୍ୟ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସଭାପତି ସରୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ବିଶ୍ୱରଂଜନ ଦାସ, ସାଧାରଣ…
ବିଜେପି ର ଭ୍ରଷ୍ଟାଚାର ହଟାଅ ଅଭିଯାନ: ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା
ଢେଙ୍କାନାଳ : ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବଣସିଂହ ମଣ୍ଡଳ ବିଜେପି ର ହନୁମାନ ମନ୍ଦିର ଠାରୁ ବିକ୍ଷୋଭ ଶୋଭାଯାତ୍ର ବାହାରି ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା ମଣ୍ଡଳ ସଭାପତି ମନୋଜ ବାରିକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା I
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ…
ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ : ଭାରତରେ ଅନୁଷ୍ଠିତ ଜି୨୦ ଶିଖର ସମିଳନିର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ୨୦ଟି ଦେଶର ୮୫ ଜଣ ପ୍ରତିନିଧି ରହିଥିଲେ ।ଜି୨୦ର ପ୍ରତିନିଧି ମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଆଇଓସିଏଲ…
ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲା ବରିଷ୍ଠ ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଆଜିର ଦିବସ…