Browsing Category
ଜିଲ୍ଲା ଖବର
କେନାଲରେ ବୁଡି ଚାଷୀ ମୃତ
ଭୁବନ: ଭୁବନ ଥାନା ଅନଳ ଗ୍ରାମର ଶ୍ରୀଧର ସେଠୀ ଙ୍କ ପୁତ୍ର ଅନ୍ତର୍ଯ୍ୟାମୀ ସେଠୀ (36) ଙ୍କ ମୃତ୍ୟୁ ହୋଇଛି I ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ବାପା ପୁଅ ଦୁଇ ଜଣ ବିଲରେ ଚାଷ କାମ ସାରି ଗାଧୋଇବାକୁ ରେଙ୍ଗାଳି ମୁଖ୍ୟ କେନାଲ ଯାଇଥିଲେ I
ଗାଧୋଇବା ପରେ ବାପା ଶ୍ରୀଧର ସେଠୀ ଉପରକୁ ଉଠି…
ସୁରପ୍ରତାପପୁର ସେବା ସମବାୟ ସମିତିରେ ବୈଠକ ଅନୁଷ୍ଠିତ
କାମାକ୍ଷାନଗର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛ । ନବ ନିର୍ବାଚିତ ସେବା ସମବାୟ ସମିତିର ସଭାପତି ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ଉପସଭାପତିଙ୍କ ସମେତ ପନ୍ଦର ଜଣ ନିର୍ଦେଶକ ଯୋଗଦେଇଥିଲେ ।
ଏହି ବୈଠକରେ…
ବିଦ୍ୟାଳୟ ପରିସରରେ ଅଚଳ ନଳକୂପ, ମରାମତି ଦାବୀ
କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ବାରୁଆଁ (ଖ) ପଞ୍ଚାୟତ ଅଧିନସ୍ଥ ମଠଖୋକସା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଅଚଳ ହୋଇପଡ଼ିଛି I
ଆଜକୁ ଚାରିଦିନ ହେବ ଅଚଳ ହୋଇଥିବାରୁ ବିଦ୍ୟାଳୟ ରେ ରୋଷେଇ ଠୁ ଆରମ୍ଭ କରି ପିଲାମାନେ ପାଣି ମୁନ୍ଦେ ପିଇବା ପାଇଁ ସମସ୍ୟା ଦେଖା…
ବିଡ଼ିଓଙ୍କ ବଦଳି ପରେ କର୍ମଚାରୀ ମରୁଡି ,ସଠିକ ସମୟରେ କର୍ମଚାରୀ ଆସୁ ନାହାଁନ୍ତି ଅଫିସ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି । ଏ ସଂକ୍ରାନ୍ତରେ ପତ୍ର ନମ୍ବର ପିଆର-ବିଡ଼ିଓ-ଇଏସଟିଟି-୦୦୦୧-୨୨-୧୩୭୨୦/ପି ଆରାଣ୍ଡଡିବ୍ଲୁ/୧୯/୦୭/୨୦୨୨ ରେ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ଏହି କ୍ରମରେ…
ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଆହତ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ପରଜଙ୍ଗ ବ୍ଲକ ମାଣକିମରା ପଞ୍ଚାୟତର କାଦୁପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଗୁରୁତର । ସୂଚନା ମୁତାବକ କାଦୁପଡା ଗ୍ରାମର ବାବୁ ସାହୁ(୪୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ,ସେ ଅସ୍ଥାୟୀ…
ସ୍ବତନ୍ତ୍ରତାର ୭୫ ବର୍ଷ ପାଳନ ନିମନ୍ତେ ଅମୃତମହୋତ୍ସବ ସମାରୋହ କମିଟି ଗଠନ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଦେଶ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଦେଶରେ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଅଛି ।ମହାନ ଦେଶ ଭକ୍ତ ମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ସ୍ୱାଧୀନତା ପାଇଥିଲା ।…
ଓଡାପଡାର ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ' ଅନୁଷ୍ଠାନ ପକ୍ଷରୁ ଓଡାପଡା ବ୍ଲକ୍ ପରିସରରେ ୧୪ଜଣ ଛାତ୍ରଛାତ୍ରୀ ସମେତ…
ଦୃଢ ସଂକଳ୍ପ, ମନୋବଳ ଓ ଆତ୍ମବିଶ୍ୱାସ ପ୍ରତିଭାକୁ ବଢାଏ: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ' ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ହିନେ୍ଦାଳ ବ୍ଲକ୍, ଓଡାପଡା ବ୍ଲକ,…
ଭୁବନ ରେ ରାସ୍ତା କଥା ବୁଝିବ କିଏ?
ଭୁବନ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ / ରାସ୍ତା ନଂ ୫୩ କଥା କହୁଛି। ବିଶେଷ କରି କଲେଜ ରୋଡ ରେ ନରହରି ସାହୁ ଙ୍କ ପେଟ୍ରୋଲ ପମ୍ପ ଠାରୁ କାଳୀ ବଜାର ଛକ୍ ଦେଇ ଭୁବନ କୋର୍ଟ ପର୍ଯ୍ୟନ୍ତ ଯାଇ ଥିବା ଜାତୀୟ ରାଜପଥ ରାସ୍ତା ର ଖାଲ ଖମା, ଦୂରବସ୍ଥା କଥା ଏଠାରେ ଉଲ୍ଲେଖ କରୁଛି। ଏହି ରାସ୍ତା…
କିଡିନୀ ରୋଗରେ ପୀଡିତ ରବି ମହାନ୍ତଙ୍କ ପରଲୋକ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ରବି ମହାନ୍ତ(୫୫) ଦୀର୍ଘ ୪ ବର୍ଷ ହେଲାଣି କିଡିନୀ ରୋଗରେ ପୀଡିତ ହେଇ ଶଯ୍ୟାଶାୟୀ ଥିଲେ । ପରିବାର ବୋଲି ପତ୍ନୀ କୁନି ମହାନ୍ତ,ଦୁଇ ଝିଅ ମନ୍ଦୋଦରୀ ଓ ସରସ୍ୱତୀ କୁ ନେଇ ପରିବାର । ରବି ପେସାରେ ଜଣେ…