Take a fresh look at your lifestyle.
Browsing Category

ଜିଲ୍ଲା ଖବର

ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ, ଏକର ଏକର ଧାନ କ୍ଷେତ ଜଳ ମଗ୍ନ, ଚିନ୍ତାରେ ଚାଷୀ

କାମାକ୍ଷାନରର (ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ ସୃଷ୍ଟି ହୋଇଛି |ଫଳରେ ଏକର ଏକର ଧାନ କ୍ଷେତ ଜଳ ମଗ୍ନ ହୋଇଛି | ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଭୋଳ ସୃଷ୍ଟି…

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁର୍ନର ଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ 2021ମସିହା ଜାନୁଆରୀ 17 ବାର୍ଷିକ ଉତ୍ସବ ରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ…

ପୂଜା ମଣ୍ଡପ “ମୁଁ ଭୁବନକୁ ଭଲ ପାଏ ” ଉଦଘାଟିତ

ଭୁବନ : ଭୁବନର ପ୍ରସିଦ୍ଧ ଦଶହରା ପର୍ବ ପରେ ଯୁବ ସମାଜ ଷ୍ଟାର କ୍ଳବ ଅଗ୍ରପୁଜ୍ୟ ଗଜାନନଙ୍କର ପୂଜାକୁ ନେଇ ଯେଉଁ ଗଣ ପର୍ବ ଆରମ୍ଭ କରିଥିଲା ଆଜି ତାହା ଏକ ମହାପର୍ବ ରେ ପ୍ରସିଦ୍ଧ ଲାଭ କରିପାରିଛି । ଏବେ ଭୁବନ ଦ୍ୱିତୀୟ ଦଶହରା କହିଲେ ଗଣେଷ ପୂଜାକୁ ବୁଝାଉଛି । ଯେଉଁଥିରେ ହଜାର ସଂଖ୍ୟାର…

ଭୁବନ ଗଣେଷ ପୂଜା ଖବର

ଭୁବନ: ଭୁବନର ପୂଜାମଣ୍ଡପରେ ସତେଇଶ ଟି ମେଢ଼ ଶୋଭା ପାଉଛିI ଆକର୍ଷଣୀୟ ତୋରଣ ସହ ଲାଇଟ ଗେଟ ସନ୍ଦ୍ୟା ସମୟ ରେ ବେଶ ଝିକିମିକି କରୁଛି I ପାଖ ଆଖ ଲୋକ ଙ୍କର ବେଶ ଭିଡ଼ ଜମୁଛି I ପ୍ରଶାସନ ତରଫରୁ ଭିଡକୁ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସାମାନ୍ଯ ରଖିବା ନିମନ୍ତେ ଦୁଇଚକିଆ, ଚାରିଚକିଆ ଓ…

ଟ୍ରକ ଧକ୍କାରେ ଜେଲର ଗୁରୁତର

ଭୁବନ : ଜାତୀୟ ରାଜପଥ 53ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ନମ୍ବର ଏମ ପି 16 ଏଚ 1464 ରାସ୍ତା କଡ଼ କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର କରାଯାଇଛିI ମଟର ସାଇକେଲ ନମ୍ବର ଓଡି 06ଵି 9602ଟି ଟ୍ରକ ଚକା ତଳେ ରହିଯାଇଛିI ମଟର…

ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା

ଭୁବନ:  ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟିଛି । ବାଇକକୁ ଏକ ଟ୍ରକ ପିଟିଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ଜଣେ ଜେଲରଙ୍କ ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଖବର ନେବାରୁ ଜଣାପଡିଛି ଯେ ଯାଜପୁର ଜେଲର ପପୁ ପ୍ରସାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ…

ଜୟପୁର ଗ୍ରାମର ବୃଦ୍ଧା ପାଣି ରେ ବୁଡିଗଲା

ଭୁବନ : ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିବା ସନ୍ଦେହ ହେଉଛି I ବୁଧବାର ଦିନ ପ୍ରାୟ 11ଟା ବେଳେ ଘରୁ ଯାଇଥିଲେ . ଦିନ ଗୋଟାଏ ଯାଏ ଘର କୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ I ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ…

ପଥରଖମ୍ବ ଛକ ନିକଟରେ ସଡ଼କ ଦୁର୍ଘଟଣା ମୃତାହତ ଙ୍କ ପରିବାର ଙ୍କୁ ଭେଟିଲେ ଦେବଦତ୍ତ ପଟ୍ଟନାୟକ

କାମାକ୍ଷାନଗର ( ରାଜ କିଶୋର ରାଉତ): ଗତ ଦୁଇଦିନ ତଳେ କାମାକ୍ଷାନଗର ଥାନା ପଥରଖୁମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ଅଟୋ ମୁହାଁମୁହିଁ ଧକା ହୋଇଥିଲା l ଫଳରେ ଅଟୋ ରେ ଥିବା ପାଞ୍ଚ ଜଣ ଘଟଣା ସ୍ଥଳ ରେ ପ୍ରାଣ ହରାଇଥିଲେ l ଏହି ଘଟଣା ସମଗ୍ର ରାଜ୍ୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ…

ଶିକ୍ଷାବିତ୍ ପ୍ରମୋଦ ମହାପାତ୍ର ବିୟୋଗ

ଢେଙ୍କାନାଳ: ଲତାଦେଇପୂରରରେ ୧୯୩୧ ମସିହାରେ ଜନ୍ମିତ  ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ନିଜସ୍ଵ ବାସଭବନରେ ଶିକ୍ଷାବିତ୍ ପ୍ରମୋଦ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଶତାୟୁ,ବି.ବି.ହାଇସ୍କୁଲ ଢେଙ୍କାନାଳରୁ ମାଟ୍ରିକ ପରୀକ୍ଷାରେ ପ୍ରଥମ ଥର ପାଇଁ ପ୍ରଥମ…

ମନରେଗା କାର୍ଯ୍ୟ ରେ ମହା ଦୁର୍ନୀତି ,ଚାଷୀ କୁଳ ହତାଶ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ଅନ୍ତର୍ଗତ ତେନ୍ତୁଳିସିଙ୍ଗା ଓ କନ୍ଦର ସିଙ୍ଗା ଗ୍ରାମ ର ଶତାଧିକ ଚାଷୀ ହତାଶ । ମନରେଗା କାର୍ଯ୍ୟ ରେ ମହାଦୁର୍ନୀତି ର ଅଭିଯୋଗ ଆଣିଛନ୍ତିI ଶତାଧିକ ଗ୍ରାମବାସି ଯେହେତୁ କି ଗ୍ରାମ ର ଏକର ଏକର…