Browsing Category
ଜିଲ୍ଲା ଖବର
ଧିରପାଟଣା ରଥଯାତ୍ରାରେ ଯୁବରାଜଙ୍କ ଆଳତି
ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଧିରପାଟଣା ଗ୍ରାମରେ ଚଳିତ ବର୍ଷ ରଥଯାତ୍ରାର ଦ୍ୱିତୀୟ ବାର୍ଷିକୀ ପାଳିତ ହୋଇଯାଇଛି ।
ଅପରାହ୍ନ ୫ଟା ରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୋଟି ପହଣ୍ଡୀରେ ଅଣାଯାଇ ରଥାରୁଢ କରାଯାଇଥିଲା । ରଥ ଉପରେ ଘୋଷକ,…
ରେଡକ୍ରସ ପକ୍ଷରୁ ରଥଯାତ୍ରା ସେବା ଶିବିର
ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଟାଉନ୍ ହଲ୍ ନିକଟରେ ସ୍କାଉଟ୍ ଓ ଗାଇଡ୍ସ, ଜୁନିୟର ରେଡକ୍ରସ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୟାର ଓ ଅହିଂସାର ମିଳିତ ସହଯୋଗରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା ।
ଉକ୍ତ…
ଗୋଟିଏ ରଥରେ ଗଲେ ତିନି ଠାକୁର
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଠାରେ ରଥଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ରଥରେ ବଡ ଠାକୁର ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଏକତ୍ର ଯାତ୍ରା କରିଛନ୍ତି ।
ବଣସିଂହର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ରୁ ତିନି…
ଭାପୁର ରଥଯାତ୍ରା ପ୍ରବଳ ଜନସମାଗମ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ଠାରେ ପାରମ୍ପରିକ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସନ୍ଧ୍ୟା ୬ ମିନିଟ୍ରେ ମାଉସୀ ମା ମନ୍ଦିରରେ ତିନିରଥ ପହଞ୍ଚିଲା ।
ଭାପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଦେଢ ଶହ ବର୍ଷର ପୁରୁଣା ପରମ୍ପରା ।…
ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ
ଢେଙ୍କାନାଳ : ଆଜି ପବିତ୍ର ରଥ ଯାତ୍ରା ଅବସରରେ ଢ଼େଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣ ଭକ୍ତ ମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ଉଠୁଥିଲା ।
ଏହିଭଳି ଭାବ ବୋଳା ସୁନ୍ଦର ପରିବେଶ ଭିତରେ "ଶ୍ରୀ ସାଇ ଭଜନ ସନ୍ଧ୍ୟା' ଅନୁଷ୍ଠାନ ର ସମସ୍ତ କଣ୍ଠଶିଳ୍ପୀ ମାନେ ସୁନ୍ଦର ଭଜନ ପରିବେଷଣ କରି…
ବିଶ୍ୱ ଓଡ଼ିଶା ରଜ ମହୋତ୍ସବ ପାଳିତ
ଢେଙ୍କାନାଳ : ବିଶ୍ୱ ଓଡ଼ିଶା ମହିଳା ପରିଷଦ ଓ ଯୋରନ୍ଦା ପଞ୍ଚାୟତ ମହାସଂଘ ଆନୁକୂଲ୍ୟରେ ମହିମାଗାଦି ସାନ ମଠ ଆମ୍ବତୋଟା ପରିସରରେ ତିନିଦିନ ଧରି ରଜ ମହୋତ୍ସ୍ୱ ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଉଯାଇଛି ।
ବିଶିଷ୍ଟ ବାଗ୍ମୀ, ପ୍ରାଧ୍ୟାପିକା ଡ. ପ୍ରତିଭା ମହାରଥୀ ଉଦଯାପନୀ ଉତ୍ସବରେ…
ଘନ ଘନ ବିଦ୍ୟୁତ କାଟ୍ ପ୍ରତିବାଦ, ଟାଟା ପାୱାର ଡିଏମ୍ଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ଢେଙ୍କାନାଳ : ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ୍ ଓ ଲୋ-ଭୋଲଟେଜର ତୀବ୍ର ପ୍ରତିବାଦ କରିଛି ବିଜେପି । ବିଦ୍ୟୁତ ସେବାକୁ ଠିକା ନେଇଥିବା ଟାଟା ପାୱାରର ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟକୁ ବିଜେପି କର୍ମୀ ଘେରିଛନ୍ତି ।
କାର୍ଯ୍ୟାଳୟରୁ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଜବରଦସ୍ତ…
ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନ ତରଫରୁ ବୈଠକ
ଢେଙ୍କାନାଳ : ଅଦ୍ୟ ପ୍ରଦୁ୍ୟମ୍ନ କୁମାର ଆହ୍ୱାନ କ୍ରମେ ଢେଙ୍କାନାଳସ୍ଥିତ ଟାଉନ୍ ହଲ୍ରେ ଏକ ଆମ୍ବେଦକର ସେବା ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ କମଳ ଲୋଚନ ପାତ୍ର ସଭାପତିତ୍ୱ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରତିନିଧିମାନେ ଉପସ୍ଥିତ ହୋଇ ସମାଜର ବଂଚିତ ପିଡୀତ…
ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ
ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହିସ୍ଥିତ ଶ୍ରୀ ବଳରାମ ମନ୍ଦିର ପରିସରରେ "ବଳରାମ ଭଜନ ସଂଧ୍ୟା' ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସୁମଧୁର କଣ୍ଠର ଭଜନ ପରିବେଷଣ ସ୍ରୋତାମାନେ ଶ୍ରବଣ କରିଥିଲେ । କଣ୍ଠଶିଳ୍ପୀ…
କାର ଦୁର୍ଘଟଣା ୨ ମୃତ ୩ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସ୍ୟାମ ହରାଇ ଗଛରେ ପିଟିଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଛି । କାର ଭିତରେ ୫ ଜଣ ଯାଇଥିବା ବେଳେ ୨ ଜଣ ଙ୍କର ମୃତ୍ୟୁ ହୋଇ ଥିବା ବେଳେ ୩ ଜଣ ଗୁରୁତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ…