Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଅଙ୍ଗନୱାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ୱାର୍କର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ

ଢେଙ୍କାନାଳ : ଅଙ୍ଗନୱାଡି କର୍ମଚାରୀ ୟୁନିୟନ ସଂପୃକ୍ତ ମୋର୍ଚ୍ଚା ତରଫରୁ ଗତ ମାର୍ଚ୍ଚ ୧୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାବୀ ହାସଲ ପର୍ଯ୍ୟନ୍ତ ଧାରଣା ପରିପ୍ରେକ୍ଷୀରେ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଗତ ୨୦୨୩ ମାର୍ଚ୍ଚ ୯ ତାରିଖରେ ଆହୁତ ଆଲୋଚନାରେ ୱାର୍କର ମାନ୍ୟତା, ଭତା ବୃଦ୍ଧି…

ସାମୁହିକ ବାତ୍ତ ଜ୍ଵର /ଫାଇଲେରିଆ ରୋଗ ର ଔଷଧ ସେବନ ପାଇଁ ଗଣମାଧ୍ୟମ କର୍ମୀ ମାନଙ୍କୁ ସଚେତନ କାର୍ଯ୍ୟକ୍ରମ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ରେ ସାମୁହିକ ଫାଇଲେରିଆ ରୋଗ ର ଔଷଧ ସେବନ ପାଇଁ ଗଣ ମାଧ୍ୟମ ର କର୍ମୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ରେ ଡା. ଗୁରୁପ୍ରସାଦ ଜେନା , ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ସେ କହିଥିଲେ…

ଭ୍ରଷ୍ଟାଚାର ବିରୋଧରେ ଅଗଷ୍ଟ ୯ ରୁ ବିଜେପିର ଆନେ୍ଦାଳନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଆସନ୍ତ ୯ ତାରିଖ ଠାରୁ ସପ୍ତହ ବ୍ୟାପୀ ଭ୍ରଷ୍ଟାଚାରୀ ବିରୋଧରେ ଗାଦିଛାଡ ଆନେ୍ଦାଳନ ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ବିଜେପି କରିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

ମହିଳା କଂଗ୍ରେସ ପକ୍ଷରୁ ଢେଙ୍କାନାଳ ମାନବିକ ଅଧିକାର ସଂପର୍କରେ ସଭା

ଢେଙ୍କାନାଳ: ଇତିମଧ୍ୟରେ ଢେଙ୍କାନାଳ ମହିଳା କଂଗ୍ରେସର ସଭାନେତ୍ରୀ ସ୍ମିତାରାଣୀ ସାମଲ ନେତୃତ୍ୱରେ ସ୍ଥାନୀୟ ଗାନ୍ଧିମନ୍ଦିର ଠାରେ ଢେଙ୍କାନାଳ ଜିଲ୍ଲା ସମସ୍ତ ବ୍ଲକ. ଏନ୍.ଏ.ସି. ଓ ମୁ୍ୟନିସିପାଲିଟିର କିଛି ମହିଳାମାନଙ୍କ ନେତୃତ୍ୱକୁ ନେଇ ମାନବିକ ଅଧିକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା…

ଯୋଗ ଶିଖିଲେ ବିଦେଶୀ ଛାତ୍ରୀଛାତ୍ର

ଢେଙ୍କାନାଳ: ଆରୋଗ୍ୟମ ଯୋଗ ଏବଂ ୱେଲଫୟାର ଆସୋସିଏସନ,ଢେଙ୍କାନାଳ, ଯୋଗର ଉପକାରିତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଦାସର୍ବଦା ପ୍ରାୟସରତ | ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସହରର ନୂଆପୋଖରୀ ନିକଟରେ ଥିବା ଚାମ୍ବର ଅଫ କମର୍ସର କାର୍ଯ୍ୟାଳୟଠାରେ ପ୍ରତ୍ୟେକଦିନ ଆଇୱାର…

ବିଜୁ ଯୁବ ଜନତା ଦଳର ଏନ୍.ଏ.ସି ଓ ମୁନିସିପାଲିଟି ର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା

ଢେଙ୍କାନାଳ: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲାର ୪ ଗୋଟି ଏନ୍.ଏ.ସି ଓ ମୁନିସିପାଲିଟି ରେ ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି ।…

ଯୋଗ ଶିଖିଲେ ବିଦେଶୀ ଛାତ୍ର ଛାତ୍ରୀ

ଢେଙ୍କାନାଳ : ଆରୋଗ୍ୟମ ଯୋଗ ଏବଂ ୱେଲଫୟାର ଆସୋସିଏସନ,ଢେଙ୍କାନାଳ, ଯୋଗର ଉପକାରିତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଦାସର୍ବଦା ପ୍ରାୟସରତ | ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସହରର ନୂଆପୋଖରୀ ନିକଟରେ ଥିବା ଚାମ୍ବର ଅଫ କମର୍ସର କାର୍ଯ୍ୟାଳୟଠାରେ ପ୍ରତ୍ୟେକଦିନ ଆଇୱାର…

ଆମେଚର ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଏକାଦଶ ବାର୍ଷିକ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ

ଢେଙ୍କାନାଳ : ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ପରିସରରେ ଆମେଚର ତାଇକୋଣ୍ଡା ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳ ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ ସାମରିକ କଳା ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର…

ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ନୃତ୍ୟ ଶିଖିଲେ

ଢେଙ୍କାନାଳ : ସୁଦୂର ଆମେରିକାସ୍ଥିତ ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନେ ଢେଙ୍କାନାଳ ସହର ସ୍ଥିତ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପରିଦର୍ଶନ କରିଛନ୍ତି।ଏହି ଅବସର ରେ ଆସିଥିବା ଛାତ୍ରୀ, ବର୍ଷା ରମେଶ, ପ୍ରୀତଲ ପ୍ରଭୁ, ନିଷ୍ଟା ନନ୍ଦଉମର, ବିଶ୍ଵ ଶୁକ୍ଲା, କେଭିନ ଜେଙ୍ଗ, ଲରେନ…

ନୂତନ ଅତିରିକ୍ତ ଜିଲପାଳ ଙ୍କ ଯୋଗଦାନ

ଢେଙ୍କାନାଳ ସଦର :  ଢେଙ୍କାନାଳ ର ନୂତନ ଅତିରିକ୍ତ ଜିଲପାଳ (ରାଜସ୍ୱ)ଭାବେ ଲଲିତ କୁମାର ବେହେରା ସୋମବାର ଯୋଗଦାନ କରିଛନ୍ତି I ଶ୍ରୀ ବେହେରା ଏଥି ପୂର୍ବ ରୁ ଅନୁଗୁଳ ଜିଲା ପରିଷଦ ର ମୁଖ୍ୟ ଉର୍ନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ I ଏଠାରେ ଥିବା ଅତିରିକ୍ତ…