Browsing Category
ଜିଲ୍ଲା ଖବର
ଢେଙ୍କାନାଳରେ ଓଡ଼ିଆ ସ୍ଵାକ୍ଷର ସଂକଳ୍ପ ଦିବସ -୨୦୨୩ ପାଳିତ
ଢେଙ୍କାନାଳ : ନୀଳଶୈଳ ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ଦେଶ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ ।ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ…
ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟନ
ଭୁବନ ୨୪.୯- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ…
ମହାବୀର ୟୁଥ୍ କ୍ଲବ୍ ତରଫରୁ ଗଣେଶ ପୂଜା ପ୍ରସାଦ ସେବନ
ଢେଙ୍କାନାଳ: ଗଣେଶ ପୂଜା ଅବସରରେ ମୀନାବଜାର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍ ତରଫରୁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ରାଇସ୍, ଡାଲ୍ମା, ବଡିମୁଗ ଶାଗ, ଟମାଟୋ ଖଟା, ଖୀରି ଓ ପୋଟଳ ବେସନ ତରକାରୀ ଇତ୍ୟାଦି ପ୍ରସାଦକୁ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଭକ୍ତ ମହା ଆନନ୍ଦର ସହିତ ପାଇଥିଲେ…
କଂକା ଗ୍ରାମରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ
ଢେଙ୍କାନାଳ, : ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥିରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନର ୩୦ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୃଣ୍ମୟୀ ମୂର୍ତୀ ନିର୍ମାଣର୍ଥେ…
ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା
କାମାକ୍ଷାନଗର : ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ କାମାକ୍ଷାନଗର ସାରଙ୍ଗଧର ଅଡିଟୋରିଅମରେ ଜନ୍ତାରିବୋଲ ଆଦର୍ଶ ବିଦ୍ୟାଳୟ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱନାଥପୁର ଆଦର୍ଶ ବିଦ୍ୟଳୟର ଛାତ୍ରଛାତ୍ରୀମାନେ ଭାଗନେଇ ଉତ୍ତମ…
ଗଣେଶ ପୂଜା ଅବସରରେ ଭାଗିରଥୀ ସାଗର ଯୁବକ ସଂଘ ତରଫରୁ ପ୍ରସାଦ ବଂଟନ
ଢେଙ୍କାନାଳ: ଅ।ଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ଭାଗିରଥୀ ଯୁବକ ସଂଘ ତରଫରୁ ମଣ୍ଡପ ପରିସରରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରସାଦସେବନ କରିଛନ୍ତି । ଅନ୍ନ, ଡାଲ୍ମା, ଶାଗ, ଆମ୍ବୁଲ ଖଟା, ଖୀରି ଓ ଫିଙ୍ଗର ଚିପ୍ସି ଇତ୍ୟାଦି ପ୍ରସାଦକୁ ମହା ଆନନ୍ଦରେ ଭକ୍ତମାନେ ପାଇଥିଲେ ।
ଏଥିରେ…
ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ
ଢେଙ୍କାନାଳ: ଶ୍ରୀ ରାଧାଷ୍ଟମୀ ତିଥିରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ କାର୍ଯ୍ୟ ପରମ୍ପରା ଓ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଅଛି । ସଂକୀର୍ତନ, ଚାଙ୍ଗୁବାଦ୍ୟ, ଘଂଟବାଦ୍ୟର ଶୋଭାଯାତ୍ରାରେ ସହର ଉପକଣ୍ଠସ୍ଥ ବ୍ରାହ୍ମଣୀ ନଦୀ କୁଳକୁ ଯାଇ ମା' ଲକ୍ଷ୍ମୀଙ୍କ…
ପୋଖରୀରେ ବୁଡି ବାପା ଝିଅ ମୃତ
ଗଁଦିଆ : ଗଁଦିଆ ଥାନା ଅନ୍ତର୍ଗତ ବାଇଶିଆଁ ପଞ୍ଚାୟତ ଖଙ୍କର ଗାଁର ବାପା ମହେଶ୍ୱର ନାୟକ ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକ ପୋଖରୀରେ ବୁଡି ମୃତ।ଝିଅ ମନ୍ଦାକିନୀ ଖଙ୍କର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲା।
ଝିଅକୁ ବଞ୍ଚେଇ…
ମହିଷିଆକଡା ସେବାଶ୍ରମ ରେ ପିତାମାତାଙ୍କ ସହଭାଗିତା ବୈଠକ
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମହିଷିଆକଡା ସେବାଶ୍ରମ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଙ୍କର୍ଷଣ ବେହେରା ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ବାଇଶି ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ରେ ମୁଖ୍ୟ…
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୩ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ
ଭୁବନ ୨୨.୯- ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇ ୩ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ମୃଦଙ୍ଗା ଗ୍ରାମର କଳାକାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ…