Browsing Category
ଜିଲ୍ଲା ଖବର
ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢେଙ୍କାନାଳ ଗସ୍ତ
ଢେଙ୍କାନାଳ : ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ୫୦ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଗତ ୨୩ ସେପ୍େଟମ୍ବର ଠାରୁ ଆରମ୍ଭ କରି ଆଜି ତା ୨୯ ରିଖରେ କଙ୍କଡ଼ାହାଡ଼ ପଂଚାୟତ ଠାରେ ସମାପ୍ତ କରିଛନ୍ତି । ପ୍ରତ୍ୟେକ ପଂଚାୟତରେ ସାଧାରଣ ଲୋକମାନେ…
ଢେଙ୍କାନାଳ ଡାକମଣ୍ଡଳ ତରଫରୁ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆଜାଦ୍ କା ଅମୃତ ମହୋତ୍ସବ ପାଳନ କରାଯାଇଅଛି । ଏହି ମହୋତ୍ସବର ଅନ୍ତିମ ପର୍ଯ୍ୟାୟରେ "ମୋ ମାଟି ମୋ ଦେଶ' ଅଭିଯାନ ଚଳିତ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଅଛି । ଏହି ଅଭିଯାନରେ ଅମୃତ କଳସ ଯାତ୍ରାର ଆୟୋଜନ…
ପ୍ରଜ୍ଞାନ ମିଶନ ଦ୍ୱାରା ଗୀତା ଆବୃତି କାର୍ଯ୍ୟକ୍ରମ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପ୍ରଜ୍ଞାନ ମିଶନ ଜଗତପୁର ତରଫରୁ ଏକ ଗୀତା ଆବୃତି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୪ଟି ବିଭାଗରୁ ୯୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ' ବିଭାଗରୁ ୩୦ଜଣ, ଖ' ବିଭାଗରୁ ୪୬ଜଣ, ଗ' ବିଭାଗରରୁ…
ଯୋରନ୍ଦା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ
ଗଁନ୍ଦିଆ : ଗଁନ୍ଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଯୋରନ୍ଦା ପାଟଣା ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସିଆରସିସି ବାସନ୍ତି ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ…
ଦେଓଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଢେଙ୍କାନାଳ: ଗଁଦିଆ ବ୍ଳକ ର ଦେଓଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ଅଣତିରିଶି ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।
ଏହି…
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ତିନିଦିନିଆ କ୍ରିଡା ପ୍ରତିଯୋଗିତା ଉଦ୍ଘାଟିତ
ଢେଙ୍କାନାlଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ତିନିଦିନିଆ ଜିଲ୍ଲା ବିଦ୍ୟାଳୟ ସମୁହ ଖୋ-ଖୋ, କବାଡି ଓ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଅଛି ।
ପ୍ରଥମ ଦିବସରେ ୧୪ ଓ ୧୭…
ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା
ଢେଙ୍କାନାଳ :ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୩ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର…
କଙ୍କା-ବାଇଁଶିଆ ରାସ୍ତା ଡଉଁରୀ ନାଳ ଉପରେ ପୋଲ ନିର୍ମାଣ ଦାବୀ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବାଇଁଶିଆ ପଂଚାୟତ ଅନ୍ତର୍ଗତ କଙ୍କା ଗ୍ରାମର ଜନସାଧାରଣ ବାଇଁଶିଆ ଓ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ଏକ ମୁଖ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ସରୋଜ କୁମାର…
ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା
ଢେଙ୍କାନାଳ: ଭୁବନ ପାଲାମଣ୍ଡପ ପାଖରେ ସମ୍ବିଧାନ ବଂଚାଅ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ସମାଜବାଦୀ ନେତା ସରୋଜ ଶତପଥୀ ଉଦ୍ଘାଟନ କରି କହିଲେ ଯେ, ଯେଉଁ ମୂଳ ସମ୍ବିଧାନକୁ ବାବା ସାହେବ ଆମ୍ବେଦକର ଏବଂ ଜାତୀୟ ସ୍ତରର ନେତାମାନେ ପ୍ରସ୍ତୁତ କରିଥିଲେ ଏବେ ଏହାକୁ ବିକଳାଙ୍ଗ…
ଜ୍ଞାନେନ୍ଦ୍ର ମିଳିତ ବଜାର ପୂଜା କମିଟି ସଭାପତି
ଢେଙ୍କାନାଳ: ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପରି ସୁନିଆ ବାସୀ ଲକ୍ଷ୍ମୀପୂଜା ପାଇଁ ମିଳିତ ବଜାର ପୂଜା କମିଟିର ମିଳିତ ସଭାପତି ଚୟନ ଶ୍ରୀ ଶ୍ରୀ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନାବଜାର ପୂଜା କମିଟିର ଆବାହକତ୍ୱରେ ମୀନାବଜାର ମଣ୍ଡପ ଠାରେ ହୋଇଯାଇଅଛି ।ମହାବୀର ବଜାର ସଂପାଦକ ଜ୍ଞାନେନ୍ଦ୍ର…