Take a fresh look at your lifestyle.
Browsing Category

ଜିଲ୍ଲା ଖବର

ସ୍ୱଚ୍ଛତା ହିଁ ସୁସ୍ଥତାର ବାର୍ତା ଦେଲେ ଆଇୱା ର କର୍ମୀ

ଢେଙ୍କାନାଳ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଢେଙ୍କାନାଳ ବନ ବିଭାଗ ଆନୁକୂଲ୍ୟରେ ସଦର ବ୍ଲକ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳୀରେ ଏକ ସ୍ୱଚ୍ଛ ଭାରତ ଅଭିଯାନ…

16 ଦିନରେ ପହଞ୍ଚିଲା ସରପଞ୍ଚମାନଙ୍କ ଆନ୍ଦୋଳନ

ଭୁବନେଶ୍ଵର : ସରପଞ୍ଚମାନଙ୍କ 15 ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ୱାର ଆଲୋଚନା କରିବା ପରେ ଏହାର ସମାଧାନ ଦିଗରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗତ ସେପ୍ଟେମ୍ୱର 23 ତାରିଖ ଠାରୁ ପିଏମଜି ଛକ ଠାରେ ସରପଞ୍ଚମାନଙ୍କ ଚାଲିଥିବା ଧାରଣା 16 ଦିନରେ ପହଞ୍ଚିଛି । ଆଜି…

ଜିଲ୍ଲା କଂଗ୍ରେସ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧୀ ମନ୍ଦିରଠାରେ ଜିଲ୍ଲା କଂଗ୍ରେସ ଦ୍ୱାରା ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ…

ବଣସିଂହଠାରେ ସ୍ୱଚ୍ଛତା ପକ୍ଷ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବଣସିଂହଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଡିଅଟ୍ର ଆନୁକୂଲ୍ୟରେ ବଣସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ…

ଡାକ ଅଭିକର୍ତା ସଂଘର ଧାରଣା

ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘ ଭାରତ ଏନ୍ଏସ୍ଏସ୍ଏଏଆଇର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଡାକଘର ଏସ୍ଏଏସ୍ ଏବଂ ଏମ୍ପିକେବିୱାଇ ଏଜେଂଟ୍ ମାନେ ୨ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅଭିକର୍ତାମାନେ କାର୍ଯ୍ୟରୁ ନିବୃତ ରହି ଦାବୀ ପୁରଣ ପାଇଁ ମୁଖ୍ୟ ଡାକଘର…

ଢେଙ୍କ।ନାଳ ଡାକ ମଣ୍ଡଳ ତରଫରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

 ଢେଙ୍କାନାଳ: କଙ୍କଡ଼ାହାଡ଼ ସ୍ଵପ୍ନେଶ୍ୱର୍ ମହାଦେବ ମନ୍ଦିର ଏବଂ ଏହାର ଚତୁର୍ପ।ଶ କୁ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ସଫେଇ କାର୍ଯ୍ୟ କ୍ରମରେ ଢେଙ୍କାନାଳ ଡାକ ମଣ୍ଡଳ ର ଅଧୀକ୍ଷକ ଶ୍ରୀ ଯୁକ୍ତ ଜଗଦୀଶ ଦାସ ,ଉପ ଅଧୀକ୍ଷକ ନୀଳମଣି ଜନୀ ,ଢେଙ୍କ।ନାଲ ମୁଖ୍ୟଡାକ ଘର ପୋଷ୍ଟ ମାଷ୍ଟର ଶ୍ରୀ…

ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବା ପ୍ରଭୃଙ୍କର ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ

ଢେଙ୍କାନାଳ: ଢେଙ୍କାନାଳ ସହର ବଳରାମ ମନ୍ଦିର ପରିସରରେ ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବାସୀ ପ୍ରଭୁଙ୍କର ସତ୍ୟଧର୍ମ ତଥା ସନାତନ ଧର୍ମ ଓ ପାଦପଦ୍ମର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୀକ୍ଷା ନେଇଥିବା ଗୁରୁଭାଇମାନେ ଏହି ବୈଠରେ…

କାମାକ୍ଷାନଗରରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ

ଢେଙ୍କାନାଳ: ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ "ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ…

ଅଭିକର୍ତା ସଂଘ (ଲିଆଫି) ର ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ: ଭାରତୀୟ ଜୀବନ ବୀମା ନିଗମ, ଢେଙ୍କାନାଳ ଶାଖା ଆନୁକୂଲ୍ୟରେ ଆଜି ଦଧିବାମନ ଜୀଉଙ୍କ ମଠ ପ୍ରାଙ୍ଗଣରେ ଭାରତୀୟ ଜୀବନ ବୀମା ନିଗମର ଅଭିକର୍ତା ସଂଘ (ଲିଆଫି) ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି । ଏହି ସଭାରେ ଅଭିକର୍ତାମାନଙ୍କର ବିଭିନ୍ନ ସମସ୍ୟା ଓ ସଂଗଠନ ବିଷୟରେ ଆଲୋଚନା…

ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

ଭୁବନ ୨.୧୦- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ର କଞ୍ଚନବାହାଳି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l ଲୋକମାନେ ଏହା ଦ୍ବାରା ସୁବିଧାରେ ପାଣି ପାଉଥିଲେ l ଲଘୁଚାପ ଜନିତ ବର୍ଷା ପବନରେ ସୋଲାର ଚ୍ୟାନେଲ ଉଡ଼ି ଯାଇଥିବା ଯୋଗୁଁ ଏହି ପ୍ରକଳ୍ପ ଟି…