Take a fresh look at your lifestyle.

ଢେଙ୍କ।ନାଳ ଡାକ ମଣ୍ଡଳ ତରଫରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

0 12

 ଢେଙ୍କାନାଳ: କଙ୍କଡ଼ାହାଡ଼ ସ୍ଵପ୍ନେଶ୍ୱର୍ ମହାଦେବ ମନ୍ଦିର ଏବଂ ଏହାର ଚତୁର୍ପ।ଶ କୁ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ସଫେଇ କାର୍ଯ୍ୟ କ୍ରମରେ ଢେଙ୍କାନାଳ ଡାକ ମଣ୍ଡଳ ର ଅଧୀକ୍ଷକ ଶ୍ରୀ ଯୁକ୍ତ ଜଗଦୀଶ ଦାସ ,ଉପ ଅଧୀକ୍ଷକ ନୀଳମଣି ଜନୀ ,ଢେଙ୍କ।ନାଲ ମୁଖ୍ୟଡାକ ଘର ପୋଷ୍ଟ ମାଷ୍ଟର ଶ୍ରୀ ସୁରେଶ ଚନ୍ଦ୍ର ସ୍ୱାଇଁ,ଡେପୁଟି ପୋଷ୍ଟ ମାଷ୍ଟର ଶ୍ରୀ ଅଶୋକ କୁମାର ନନ୍ଦ ଓ ମନ୍ଦିର ପରିଚାଳା କମିଟି ର ସଭାପତି ଶ୍ରୀଯୁକ୍ତ ଦେବରାଜ ବେହେରା, ସ୍ଥାନୀୟ ଭାପୁର ଉପ ଡାକ ଘର ପୋଷ୍ଟ ମାଷ୍ଟର ସୁଶିଲ କୁମାର ସାହୁ ,ଶାଖା ପୋଷ୍ଟ ମାଷ୍ଟର ,କଙ୍କଡ଼ାହାଡ଼ ଶ୍ରୀ ପ୍ରଶ୍ନ କୁମାର ସାହୁ ଏବଂ ଡାକ ବିଭାଗର ସମସ୍ତ ମ।ନ୍ୟ ଗନ୍ୟ କର୍ମ ଚାରି ବୃନ୍ଦ ଉପସ୍ଥିତି ରେ ମନ୍ଦିର ର ଚର୍ତୁ ପାର୍ଶ୍ଵରେ ସୁନ୍ଦର ସଫେଇ କାର୍ଯ୍ୟ କରି ମନ୍ଦିର କୁ ଦର୍ଶନ ରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସ୍ବାସ୍ଥ୍ୟ କର ପରିବେଶ ସୃଷ୍ଟି କରାଯାଇ ପାରିଛି।

- Advertisement -

Leave A Reply

Your email address will not be published.