Take a fresh look at your lifestyle.

ଆରୋଗ୍ୟମ୍ ଯୋଗ ଏବଂ ୱେଲ୍- ଫେୟାର ଆସୋସିଏସନ୍ ଦ୍ୱାରା  ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ  କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍  ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ…

ଶିଶୁମାନଙ୍କର ଚରିତ୍ର ଗଠନରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ଚତୁର୍ଥ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ସହରର ପୁରୁଣା ଜିଲ୍ଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।  ଉଦ୍ୟାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ…

ସଙ୍କୁଳ ସ୍ଥରୀୟ ବିଦ୍ବତ୍ ପରିଷଦ ଆଲୋଚନା ଚକ୍ର

କୋଣାର୍କ :ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ନିମାପଡା ସଂକୁଳର ୭ଟି ସରସ୍ବତୀ ଶିଶୁ ମନ୍ଦିର ବିଦ୍ବତ ମାନଙ୍କୁ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଷିରୋଦ ଚନ୍ଦ୍ର ରାୟମହାପାତ୍ର, ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ…

ଜାତୀୟ ସାମ୍ବିଧାନ ଦିବସ ଏବଂ ଆମ୍ ଆଦମୀ ପାର୍ଟିର ସ୍ଥାପନା ଦିବସ ପାଳିତ

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ଓ ଦଳର ୧0 ତମ ବର୍ଷ ପୁର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଥିଲା । ଦଳର ଯୁବ ଉପସଭାପତି ଅଜୟ ନାଏକ, ଯୁବ ସଂଗଠକ ଚିନ୍ମୟ ସେନାପତି, ବିଭୁପ୍ରସାଦ ମହାନ୍ତି ଶିତେଶ ପ୍ରଧାନ,…

“ସକାରାତ୍ମକ ମନୋଭାବର ପ୍ରଭାବ ଖବର ଉପରେ ପଡ଼ିବ”

ଢେଙ୍କାନାଳ: ସାମ୍ବାଦିକ ସବୁବେଳେ ସକାରାତ୍ମକ ମନୋଭାବ ରଖିଲେ ଭଲ ବିଷୟବସ୍ତୁ ପ୍ରସ୍ତୁତ ହୋଇପାରିବ । ନିଜର ଅଭିପ୍ରାୟ ସ୍ପଷ୍ଟ, ସଫା ଏବଂ ସମାଜ ହିତମନସ୍କ ରଖିବା ଯୋଗୁଁ ଜଣେ ସକାରାତ୍ମକ ମନୋଭାବ ପ୍ରତିପୋଷଣ କରିପାରେ । ତେବେ ଏଥିପାଇଁ ମନନ ଚିନ୍ତନ ବା ଇଣ୍ଟ୍ରା-ପର୍ସୋନାଲ୍‍ ଯୋଗାଯୋଗ…

ପ୍ରାକୃତିକ ଚିକିତ୍ସା ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଚାଉଳିଆ ଖମାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୂର୍ଯ୍ୟା ଫାଉଣ୍ଡେସନ ଓ ଇଣ୍ଟରନାସନାଲ ନାଚୁରୋପାଥୀ, ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ନାଚୁରୋପାଥୀ, ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରାକୃତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।…

ସୁବୀର ଘୋଷଙ୍କ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ଜାତୀୟ ପ୍ରେସ୍‍ ଦିବସ ଅବସରରେ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷଙ୍କ ନୂଆ ଇଂରାଜୀ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ ହୋଇଛି । ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଆଇଆଇଏମ୍‍ସି,…

ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ

ଢେଙ୍କାନାଳ : ପର୍ଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତର ତୁଳସୀ ପଶିଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଗତ ୬…

ପ୍ରଧାନ ଶିକ୍ଷକମାନଙ୍କର ଏକ ଦିବସୀୟ ତାଲିମ ଶିବିର

ଢେଙ୍କାନାଳ :  ସ୍ଥାନୀୟ ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଡିଜିଟାଲ୍ ଗଭର୍ଣ୍ଣାସ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ଶିକ୍ଷା…

ନିଯୁକ୍ତି ମେଳା କୁ ସଫଳ କରିବା ଦିଗରେ G T Bharat ର ଭୂମିକା

କାମାକ୍ଷାନଗର: ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟ (MSDE) ର ଯୋଜନା କାର୍ଯ୍ୟକାରୀ ଓ ଜ୍ଞାନ ସହଭାଗୀ National Skill Development Corporation (NSDC) ମାଧ୍ୟମ ରେ ନଭେମ୍ବର 6 ତାରିଖ 2022 ରବିବାର ଦିନ ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଠାରେ ଏକ କୌଶଳ…