Take a fresh look at your lifestyle.

ଜିଲ୍ଲା ସ୍ତରୀୟ “”ଗୁଣାତ୍ମକ ଶିକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଷ୍ଠା ସଂଘ ପରିସରରେ ""ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା'' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ…

ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୩ ମୃତ ଓ ୪ ଆହତ

ଢେଙ୍କାନାଳ : ଢେଙ୍କାନାଳରେ ଅଚାନକ କାଳବୈଶାଖୀ ତାଣ୍ଡବ ରଚିଥିଲା । ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡି ବିଦୁ୍ୟତ୍ ତାର ଛିଡି ଯାଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ପବନରେ ଅନେକ…

ଗୁନେଇବିଲି ଉଚ୍ଚ ବିଦ୍ୟାଳୟ ରେ ରୋପ୍ୟ ଜୟନ୍ତୀ ସମାରୋହ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଗୁନେଇଁବିଲି ଉଚ୍ଚ ବିଦ୍ୟାଳୟ ର ୧୯୯୦ ବ୍ୟାଚ୍ ରୋପ୍ୟ ଜୟନ୍ତୀ ସମାରୋହ ଗତ ଶୁକ୍ରବାର ଗୁନେଇବିଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଇତି ଅବସରରେ ବିଦ୍ୟାଳୟ ର ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ସାମନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ୍ କମିଟି ରିପୋର୍ଟ

 କୋଣାର୍କ  : ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ କୋଣାର୍କ କଲେଜ ଅଧ୍ୟକ୍ଷକୋଣାର୍କ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀ ଶିଳାକୀର୍ତ୍ତି ପାତ୍ରଙ୍କ ଅର୍ଥ ହରିଲୁଟ…

ଜିଲ୍ଲା ଯୁବମୋର୍ଚ୍ଚା ରାଜ୍ୟକରିଣୀ ବୈଠକ ଢେଙ୍କାନାଳ

ଢେଙ୍କାନାଳ : ଅଦ୍ୟ ଦିନ ଢେଙ୍କାନାଳ ଜିଲ୍ଲା ବିଜେପି କାଯ୍ୟାଳୟ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ସଭାପତିତ୍ୱ କରିଥିଲେ । ଭାରତ ବର୍ଷର ଯଶସ୍ୱୀ…

ଆଜି ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ

ଢେଙ୍କାନାଳ : କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ ମଙ୍ଗନ ହାଣ୍ଡି କାର୍ଯ୍ୟକ୍ରମ କରାଯାଇଥିଲା। ଆଜିପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର, ତୁଳସୀ ହାର,ବଲ୍ଳବ ଭୋଗ ଲାଗି…

୨୯ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ମେଧା ସମ୍ମାନ

କୋଣାର୍କ  : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନିମଗ୍ନ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଯାତ୍ରୀନିଵାସଠାରେ ମାଟ୍ରିକ ମେଧା ସମ୍ମାନ -୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ…

ଗଁଦିଆ ଅନ୍ତର୍ଗତ ବଜ୍ରପାତରେ ଜଣେ ଆହତ

ଢେଙ୍କାନାଳ : ବଜ୍ରପାତରେ ଜଣେଆହତ ଗଁଦିଆତା ୩୧/୫/୨୩----ଗଁଦିଆଥାନାଅନ୍ତର୍ଗତ ମନ୍ଦାରଗ୍ରାମପଞ୍ଚାୟତଅଧିନ ମନ୍ଦାରଦେଉଳସହିଗ୍ରାମରଟଙ୍କଧର ସାହୁଙ୍କରପତ୍ନୀଟିକିପ୍ରିୟା ସାହୁ ୨୬ ବର୍ଷ ନିଜଘରବାରଣ୍ଡାରେ ବସିଥିବାସମୟରେ…

ଗଁ ଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନ 5:30ସମୟରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ…