ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ
ଢେଙ୍କାନାଳ : ଗଁଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ | ପୁଣି ଆଜି ଆଉ ଏକ ଗର୍ଭଣା ହାତୀର ମୃତ ଦେହ ଠାବ କରାଯାଇଛି | ଗତକାଲି ରାତିରେ ଅଉ ଏକ ଗର୍ଭଣି ମାଈହାତୀଟି ଛୁଆ ଜନ୍ମ କରି ନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତା ର ଜରିଟାଙ୍ଗର ନିକଟରେ…