Take a fresh look at your lifestyle.

ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗେଙ୍ଗୁଟିଆ ପଂଚାୟତ ଅଧିନସ୍ଥ ରଣପଶି ଗ୍ରାମଠାରେ ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ପରିସର ମଧ୍ୟରେ ଖ୍ରୀଷ୍ଟମାସ ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସୁନ୍ଦର ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ…

ମହିମାସ୍ୱାମୀଙ୍କ ୨୧ଦିନାଙ୍କ ଯୋଗନିଦ୍ରା ଉତ୍ସବ ଉଦଯାପିତ

ଢେଙ୍କାନାଳ: କପିଳାସ ମହିମା ତପୋବନ ପୀଠରେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବ ଗତକାଲି ବଡଦିନ ୨୫ ତାରିଖ ଶନିବାର କୋଭିଡ୍ କଟକଣା ମଧ୍ୟରେ ଯଥାରୀତି ଉଦଯାପିତ ହୋଇଯାଇଛି । ଏହି ଅବସରରେ  ତପୋବନ ପୀଠର ସଂସ୍ଥାପକ ଶ୍ରୀମଦ୍ ରଘୁନାଥ…

ଖଙ୍କିରା କପ କ୍ରିକେଟ, କିଆଝର ବିଜୟୀ

 ଗଁଦିଆ :  ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଦିନର ଖେଳ ଏମ ସିସି କଟକ ସହ କିଆଝର (ଢେଙ୍କାନାଳ ) ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମ ସିସି କଟକ 15 ଓଭରରେ 107 ରନ ସଂଗ୍ରହ କରିଥିଲା ଏହାର ଜବାବରେ କିଆଝର 12 ଓଭରରେ 108 ରନ…

ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ…

୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଦାନନ୍ଦ ଦେହୁରୀ ମୁଖ୍ୟ ଅତିଥି ରୂପେ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ଦାଶ,ପୂର୍ବତନ ସମିତିସଭ୍ୟ ଗଙ୍ଗାଧର…

ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳା ଉପସ୍ଥାପନ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର କଥା । ଏହି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା…

ତୈଳକ ମହାସଂଘର  ବନ୍ଧୁ ମିଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡାପଡା  ବ୍ଲକ ଗଦାଶିଳା ପଂଚାୟତ ଅନ୍ତର୍ଗତ ଚାଇଁପୁର ଠାରେ  ତୈଲିକ ମହାସଂଘର  ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ  ବିଶ୍ୱ କିପରି ମହାମାରୀ ଠାରୁ ଦୂରେଇ ଲୋକଙ୍କ ଧନ ଜୀବନ ସୁଖମୟ ହେବ ଜଗନାଥଙ୍କ ପାଖରେ ଗୁହାରି ଜଣେଇଛନ୍ତି ।ପ୍ରତ୍ୟେକ ବର୍ଷ…

ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ ଦଳକୁ ହରାଇ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ବିଜୟୀ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ର ୪ର୍ଥ ଲିଗ ମ୍ୟାଚ ରବିବାର ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ କ୍ଲବ ଏବଂ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ…

ପ୍ରକାଶ ହରି ପ୍ରଧାନ ମେମୋରିଆଲ କ୍ରିକେଟ : ଧଵଳଗିରି ଚମ୍ପିୟାନ

ଯୋରନ୍ଦା : ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହାବୀର କ୍ରିକେଟ ପଡିଆରେ ପ୍ରକାଶ ହରି ପ୍ରଧାନ ମେମୋରିଆଲ ଫାଇନାଲ ମ୍ୟାଚ ରେ ଧଵଳଗିରି ବିଜୟୀ ହୋଇଛି l ଆଜି ଫାଇନାଲ ମ୍ୟାଚରେ ଧବଳଗିରି (ଯାଜପୁର) ସହିତ ସ୍ମାଇଲ କ୍ରିକେଟ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିତି ଧଵଳଗିରି…

ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ

ଗୁରଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ୍ ଜମାତ ଭାରତର ରାଷ୍ଟ୍ରୀୟ ମୁଖ୍ୟାଳୟ, କାଦିଆନ୍ ଜିଲ୍ଲା ଗୁରଦାସପୁର (ପଞ୍ଜାବ) ଠାରେ ତିନି ଦିନିଆ ବାର୍ଷିକ ଜଲସା ୨୪ ଡିସେମ୍ବର ୨୦୨୧ ଦିନ ପବିତ୍ର କୋରାନର ପାଠ ଏବଂ ଜମାତର ପତାକା ଉତ୍ତୋଳନ ଏବଂ ସାମୂହିକ ପ୍ରାର୍ଥନାର…