ବାଇକ୍ ଦୁର୍ଘଟଣାରେ ଯୁବତୀ ମୃତ
ଢେଙ୍କାନାଳ : ଢେଙ୍କାନାଳ ଜିଲା ପର୍ଜଙ୍ଗ ଥାନା ମହାବୀରୋଡ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକରୁ ଜଣେ ଯୁବତୀ ଭାରସାମ୍ୟ ହରାଇ ଖସିପଡିଥିବା ବେଳେ ତାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।
ସଦରଥାନା ଦେବାହାଳୀ ଗ୍ରାମର ମଲ୍ଲୀ ବେହେରା(୧୮) ବାଇକ ଚଳାଇ ଖମାର ଇଞ୍ଚିଡି…