୨୯ତମ ଖଙ୍କିରା କପ ଉଦଘାଟିତ, ଚୌଦ୍ୱାର ବିଜୟୀ
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ମାରୁତିସ୍ପୋଟର୍ସ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତା କ୍ରମେ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଖେଳକୁ ଭୁବନେଶ୍ଵର ଅଂଚଳର ଯୁବ ସମାଜସେବୀ ରାମକୃଷ୍ଣ ଦାସ ଉଦଘାଟନ…