Take a fresh look at your lifestyle.
Yearly Archives

2023

କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଁ ସାହିର ଫୁଲ ହେମ୍ବ୍ରମ ଙ୍କର ଘର…

କଙ୍କଡାହାଡ଼:  ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଁ ସାହିର ଫୁଲ ହେମ୍ବ୍ରମ ଙ୍କର ଘର ପୋଡି ଦୁଃଖଦ ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା…

ଢେଙ୍କାନାଳ :  କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା କାଲି ୨୮.୧୦.୨୦୨୩ ଚନ୍ଦ୍ର ଗ୍ରହଣ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯିବ। ସକାଳ ନୀତି ପରେ ପରେ ମଧ୍ୟାହ୍ନ ଅର୍ନ ନୀତି ପରେ ପହଡ଼ ପଡ଼ିବ ।ପହଡ଼ ଫିଟା ଯାଇ ସନ୍ଧ୍ୟା ଆଳତି ରାତ୍ର ଧୂପ କରାଯିବ ।…

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପୀ.ଡବ୍ଲୁ.ଡି କଲୋନୀ , ଢେଙ୍କାନାଳ ଠାରେ ତା ୨୭.୧୦.୨୦୨୩ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ସମ୍ ହସପିଟାଲ ରେ କାର୍ଯ୍ୟରତ ଡାକ୍ତର ଶ୍ରୀମତୀ ହେମଲତା…

ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନ ରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ । ବିଜୟା ଦଶମୀ ସନ୍ଧ୍ୟାରେ…

ଅବହେଳିତ ବୃଦ୍ଧାଙ୍କୁ ଭେଟିଲେ ହିମାଂଶୁ ବାରିକ

କଙ୍କଡାହାଡ଼: ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ବାମ ଗ୍ରାମ ପଞ୍ଚାୟତର କୀର୍ତ୍ତନପୁର ଗ୍ରାମର ଅସହାୟ ବୃଦ୍ଧା ଶ୍ରୀମତୀ ସିଂହ ବୟସ ୮୦ ତାଙ୍କର ପୁଅ ଦିବାକର ସିଂହ ବହୁ କାମିନୀ ସିଂହ କିଛି ବର୍ଷ ତଳେ ଆରପାରି କୁ ଚାଲି ଯାଇ ଅଛନ୍ତି I ଏବେ ଅସହାୟ ଶ୍ରୀମତୀ ସିଂହ…

୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ପୁଲିସ୍ ରିଜର୍ଭ ପଡିଆଠାରେ ୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ ହୋଇଯାଇଛି । ଦେଶମାତୃକାର ସେବା ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁଲିସ୍ମାନଙ୍କ ସ୍ମୃତି ଉଦେ୍ଦ୍ୟରେ ଢେଙ୍କାନାଳ ପୁଲିସ୍ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି…

ଚିନରା ପୋଖରୀ ସମେତ ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ କରାଯିବ

ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ଵାଦଶ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିଲେ । ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପୂର୍ବ ବୈଠକ ର ବିବରଣୀ ପାଠ କରି ସର୍ବ ସମ୍ମତ କ୍ରମେ ଏହାକୁ…

ମହିଳା ମହବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ହକି ର ପାୟୋଜକ ସାଜି ସମସ୍ତ…

ଚାରି ଅନାଥ ପୁଅ ଝିଅ ଙ୍କୁ ଯୁବଶକ୍ତି ଅଧ୍ୟକ୍ଷ ଙ୍କ ସହାୟତା

ପରଜଙ୍ଗ:ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ବ୍ଲକ ଜୟପରାକାଟେଣୀ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ମଟ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଜାନ ମୁଣ୍ଡା ଏହି କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର ଚାରି ଅନାଥ ନାବାଳକ ପୁଅ ଝିଅ, ପୁଅ ଅଭିରାମ ମୁଣ୍ଡା, ବିଜୟ ମୁଣ୍ଡା ଓ ଝିଅ ମୁକ୍ତା…

ସାମାଜିକ ପାରିବାରିକ ସଂପର୍କ ସୁଦୃଢ଼ କଲେ ମାନସିକ ରୋଗକୁ ଦୂରେଇ ପରିବା

ଭୁବନ : ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭରପ୍ରlପ୍ତ ଚିକିତ୍ସା ଅଧିକାରୀ ଡା ରମେଶ କୁମାର ସାହୁ ମୁଖ୍ୟ…