କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି
ଢେଙ୍କାନାଳ : କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ଜିଲ୍ଲାପାଳ ,ଢେଙ୍କାନାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ କୃଷି ବିଭାଗ ର ଜିଲ୍ଲା ସ୍ତରୀୟ କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଲ ବିବିଧକରଣ ଉପରେ ଆଲୋଚନା କରାଯାଇଥିଲା l…