Take a fresh look at your lifestyle.
Monthly Archives

July 2023

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ୬୮ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆସନ୍ତା କାଲି ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହେବ । ସେଥିପାଇଁଁ ବିଦ୍ୟାଳୟ ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ…

ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ର ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ର ଏକ ବୈଠକ ଆବାହକ ଶ୍ରୀ ଅରୁଣ କୁମାର ବଳିଆରସିଂହ ଙ୍କ ଆହ୍ବାନ ରେ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟଙ୍କ ସଭା ପତିତ୍ଵ ରେ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଏହି ବୈଠକ ରେ ଜିଲ୍ଲା ର ସମସ୍ତ ଅମଲା ସଂଘ…

ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ଗୃହରେ ଖାଦ୍ୟ ସାମଗ୍ରୀ ବଣ୍ଟନ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ତଥା ଅନ୍ତଃରାଷ୍ଟ୍ରୀୟ ରିଲିଫ ସଂସ୍ଥା ହୁମାନିଟି ଫାଷ୍ଟ ପକ୍ଷରୁ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ସଂଚାଳିତ ବରିଷ୍ଠ ନାଗରିକ ଗୃହରେ ୨୪୦ ପ୍ୟାକେଟ ଖାଦ୍ୟ ସାମଗ୍ରୀ ବଣ୍ଟନ…

ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ବନମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇ ପୃଥିବୀ କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ…

ବଣସିଂହ ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ବଣସିଂହ ରେ ଏନ୍.ଏସ.ଏସ ପ୍ରୋଗ୍ରାମ ଅଫିସ ର ଇଂରାଜୀ ଅଧ୍ୟାପକ ସତ୍ୟମକର ଦାସ ଙ୍କ ନେତୃତ୍ବରେ ରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ

 ଢେଙ୍କାନାଳ : ନରେନ୍ଦ୍ରପୁର ଟାଟା ଷ୍ଟିଲ ମେରାମଣ୍ଡଳୀ(ଟିଏସଏମ) ଏବଂ ଓଡ଼ାପଡା ସାମ୍ବାଦିକ ସଂଘର ମିଳିତ ପ୍ରୟାସରେ ଆଜି ଓଡାପଡା ବ୍ଲକ ଅନ୍ତର୍ଗତ  ମାଳିବିଡୋ ଗ୍ରାମରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଗାଁ ପରିସରରେ ଥିବା ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ…

ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ

ଢେଙ୍କାନାଳ : ଗୋବିନ୍ଦପୁରସ୍ଥିତ ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃ ସମୟରୁ ସମସ୍ତ ବିଦ୍ୟାର୍ଥୀମାନେ ପ୍ରାତଃ ସଂଧ୍ୟା ଯୋଗାସନ, ପ୍ରାଣାୟମ ଓ ଭାବାତୀତ ଧ୍ୟାନ ସିଦ୍ଧି ଇତ୍ୟାଦି ଦିନଚର୍ଯ୍ୟା କରିଥିଲେ ।…

ମହିମା ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟା ଶ୍ରୀମତୀ ବିନୋଦିନୀ ବେହେରା, ତା. ୩୦.୦୬.୨୦୨୩ ରିଖ ଦିନ ଚାକିରି ରୁ ସେବାନିବୃତ ହୋଇଅଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.…

ମହିମା ଧର୍ମ ଧାମ ବିକାଶ ପରିଷଦ ବୈଠକ

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଶିବମନ୍ଦିର ଠାରେ ଆଜି ମହିମା ଧର୍ମଧାମ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିଷଦର ବରିଷ୍ଠ ସଭ୍ୟ କାଶୀନାଥ ସାମଲ ସଭାପତିତ୍ୱ କରିଥିଲେ। ବୈଠକରେ ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସଭ୍ୟମାନେ ଉପସ୍ଥିତ ଥିଲେ। ଗଁଦିଆ ର ସମାଜ…

ଚାରା ରୋପଣ ଓ ଆଲୋଚନା ଚକ୍ର

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ମଠତେନ୍ତୁଳିଆ ବିଶ୍ବ ଏକଆତ୍ମ ପରିଷଦ ସେବା ସଦନ ତରଫରୁଷଷ୍ଠ ତମ ଚାରା ରୋପଣ ଦିବସ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ଆaଜୀବନ ସଭାପତି ଗଙ୍ଗାମାତା ଓ ଅନୁଷ୍ଠାନ ର ପ୍ରୁଷ୍ଠପୋଷକ ସଦାନନ୍ଦ ଭୋଇ ଙ୍କ ଅଧ୍ୟକ୍ଷତାରେ ଆଷାଢ଼ ଶୁକ୍ଳ…