Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ର ବୈଠକ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ର ଏକ ବୈଠକ ଆବାହକ ଶ୍ରୀ ଅରୁଣ କୁମାର ବଳିଆରସିଂହ ଙ୍କ ଆହ୍ବାନ ରେ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟଙ୍କ ସଭା ପତିତ୍ଵ ରେ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକ ରେ ଏହି ବୈଠକ ରେ ଜିଲ୍ଲା ର ସମସ୍ତ ଅମଲା ସଂଘ ର କାର୍ଯ୍ୟକର୍ତା ଓ ସମସ୍ତ ବିଭାଗ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଏହି ସଭା ରେ ଆଜି ପର୍ଯ୍ୟନ୍ତ ମିଳିତ ଅମଲା ମଞ୍ଚ ର ଚାଲୁ ରହିଥିବା ଆନ୍ଦୋଳନ ର ଅଗ୍ରଗତି ଓ ଆଗାମୀ ଦିନ ର କାର୍ଯ୍ୟ କ୍ରମ ର ରୂପରେଖ କଣ ହବ ତାହା ଉପରେ ନିମ୍ନମତେ ଆଲୋଚନା ହେଇଥିଲା ।

ଆମ ଜିଲ୍ଲା ର ସର୍ବସମ୍ମତି କ୍ରମେ ନିଷ୍ପତି ଏହିକି ଯେ ଆମର ଏକ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ବ୍ୟତୀତ ଅନ୍ୟ କୌଣସି ବୁଝାମଣା ହବ ନାହି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.