Take a fresh look at your lifestyle.

ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ଅନୁଷ୍ଠିତ

0 10

ଗଁଦିଆ: ଗଁଦିଆ ବ୍ଲକର ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ମାଧପୁର ଶିବ ମନ୍ଦିର ଠାରେ ସଂଘର ବରିଷ୍ଠ ଉପଦେଷ୍ଟା ଭିକାରିଚରଣ ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ସଂଘର ସମ୍ପାଦକ ଅନିଲ ରାଉତ ସଂଘର ବାର୍ଷିକ ବିବରଣୀ ପଠନ କରିଥିଲେ I ଅନୁଷ୍ଠାନ ର ସଭାପତି ମଧୁସୁଦନ ରଣା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଉକ୍ତ ବୈଠକରେ ମୁଖ୍ୟତଃ ରେଜିଷ୍ଟ୍ରସନ କରିବା ସହିତ ସମସ୍ତ ସଦସ୍ୟ ମାନେ ସଂଘର ସମସ୍ତ ନୀତି ନିୟମକୁ ମାନି ଚାଲିବ ଉପରେ ଗୁରୁତ୍ୱ ଆଗାମୀ କରିଥିଲେ ନୂତନ ସଦସ୍ୟ ଗ୍ରହଣ ନିମନ୍ତେ ସର୍ବସାମ୍ନତି ନିଷ୍ପତି ଗ୍ରହଣ କରାଯାଇଥିଲା ଉକ୍ତ ବୈଠକରେ ଅନ୍ୟ ପ୍ରମୁଖ ଉପଦେଷ୍ଟା ଗଙ୍ଗାଧର ରଣା ଙ୍କ ସମେତ ସହସମ୍ପାଦକ ମକରା ପରିଡା କୋଷାଧକ୍ଷ ସନାତନ ସାହୁ ଙ୍କ ସମେତ ଅନୁଷ୍ଠାନର ୧୫ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ I

- Advertisement -

Leave A Reply

Your email address will not be published.