Take a fresh look at your lifestyle.

ଭୁବନ ବ୍ଲକ ଜିଲ୍ଲାସ୍ତରୀୟ ଫୁଟବଲ ଟ୍ରଫି ବିଜେତା

0 6

Get real time updates directly on you device, subscribe now.

ଭୁବନ : ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭୁବନ ବ୍ଲକ ବିଜେତା ହୋଇଛି । ଓଡାପଡା ବ୍ଲକ କୁ ପେନାଲଟି ସଟ ଜରିଆରେ ପରାସ୍ତ କରି ଭୁବନ ଟାଇଟେଲ ହାସଲ କରିଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥି ନିମନ୍ତେ ବିଜେତା ଭୁବନ ବ୍ଲକ କୁ ଟ୍ରଫି ସହ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କ ସହିତ ଏଡିଏମ , ପିଡି ଡିଆରଡିଏ , ଆଡିସିନାଲ ପିଡି , ଓଡାପଡା ଏବଂ ସଦର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.