Take a fresh look at your lifestyle.
Yearly Archives

2022

ପୁରୀ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ

ପୁରୀ : ବିଗତ ବର୍ଷ ମାନଙ୍କ ରେ ରଥଯାତ୍ରାରେ ସ୍ବେଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା। କୋଭିଡ ପରବର୍ତ୍ତୀ ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଉଲ୍ଲେଖନୀୟ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା…

ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ରୋଜଗାର ଯୋଜନାକୁ ହଡ଼ପ କରିବାର ପ୍ରୟାସ

କାମାକ୍ଷାନଗର (ରାଜ କିଶୋର ରାଉତ): ଗତ କାଲି ଦିନରେ ମାର୍ଥାପୂର ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ସନ୍ନିକଟ ଅଞ୍ଚଳ ଖାଲି ଥିଲା ।ଅଥଚ ଆଜି ସକଳୁ ସହ ସହ ଗାଡ଼ି ମାଟି, ମୋରମ ରେ ଜାଗାଟି ପରିପୂର୍ଣ୍ଣ ହୋଇଯାଇଛି ।ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଘଟଣା ସତ୍ୟ । ଗତକାଲି ରାତି ତମାମ ତ୍ୱରିତ ବେଗରେ ମେସିନ…

ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ

ଢେଙ୍କାନାଳ: ଏହି କର୍ମଶାଳାରୁ ବେଶ୍‍ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ୍‍ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନ୍‍ର ରୂପ ଦେବା ଆଉ ଲୋକେ ବୁଝିବା ଭଳି କେମିତି ତାକୁ ବ୍ୟାଖା କରିବା ଆଦି ଅନେକ ବିଭବ ଜାଣିପାରିଲି । ଏହାସହ କାର୍ଟୁନ୍‍ ଆଙ୍କିବା ସମୟରେ କେଉଁ…

ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗ୍ରୋସରୀ ଦୋକାନ

କାମାକ୍ଷାନଗର(ରାଜକିଶୋର ରାଉତ): ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗ୍ରୋସରି ଦୋକାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ବଡ଼ବଜାର ସ୍ଥିତ ଅଭିମନ୍ୟୁ ସାହୁଙ୍କ ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଉଭୟ…

ପ୍ରଗତିଶୀଳ ଅନୁଷ୍ଠାନମାନଙ୍କ ମହାମଂଚ “ଢେଙ୍କାନାଳର ସ୍ୱର”

ଢେଙ୍କାନାଳ: ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନେ୍ଦାଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ…

ଅବହେଳିତ ଢେଙ୍କାନାଳ ର ରୂପରେଖ ପାଇଁ ଦାୟୀ କିଏ ?

ମନୋରଞ୍ଜନ 'ଢେଙ୍କାନାଳ ର ସ୍ଵର ' ଉତ୍କଳର କେନ୍ଦ୍ର ସ୍ଥଳରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ , ଅବିଭକ୍ତ ଢେଙ୍କାନାଳ ମଧ୍ୟ ଦେଇ ତିନୋଟି ନଦୀ ବହି ଯାଇଛି ।ଏହା ପ୍ରକୃତି ମାଙ୍କର ଢେଙ୍କାନାଳ ଜିଲ୍ଲାବାସୀ ଙ୍କ ପାଇଁ ଆଶୀର୍ବାଦ । ସ୍ବାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଏସବୁ ନଦୀର ଜଳକୁ…

? ମହାପୁରୁଷ ବୁଦ୍ଧଦେବ ଙ୍କ ତ୍ୟାଗ?

ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା। ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ ଗୋଟିଏ…

ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁ ରେସ

କୋଣାର୍କ: ବିଚ କନେକ୍ଟ (ସଂଯୋଗ:ସ୍ବର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ…

ଆମ୍ ଆଦମୀ ପାର୍ଟିର ବ୍ଲକ ସ୍ତରୀୟ ବୈଠକ ଏବଂ ମିଶ୍ରଣ ପର୍ବ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ବ୍ଲକ ସ୍ତରୀୟ ବୈଠକ ଗଁଦିଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଧନିଆନାଳି ମଠ ଠାରେ  ସ୍ଥାନୀୟ ପଂଚାୟତର ବରିଷ୍ଠ ନାଗରିକ ଶ୍ରୀନିବାସ ବେହେରାଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗଦେଇ ଦଳର ନୀତି ଆଦର୍ଶ…

କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା

ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ଆଜି ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଅଛି। ସେହି ମା ନେତେଇ ଶୁଣି ଙ୍କ ଖ୍ୟାତି ବହୁ ପୁରାତନ କାଳରୁ ରହି ଆସିଅଛି। ମା'ଙ୍କ ଠାରେ ଯିଏ ଯାହା ମାନସିକ କରିଥାଏ ମା'ଙ୍କ ଅପାର…