ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ନୂତନ ବସ୍ତ୍ର ଗରୁଡ଼ ଙ୍କୁ ତୁଳସୀ ମାଳ ପୁଲ , ଖଇ , ଲୁଣ ଘିଅ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା ।
ପୂଜକ ମନ ସୁମନ ମିଶ୍ର , ପୂଜକ ଶ୍ରୀବତ୍ସ…