ବଳରାମ ଭଜନ ସଂଧ୍ୟା ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ
ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହିସ୍ଥିତ ଶ୍ରୀ ବଳରାମ ମନ୍ଦିର ପରିସରରେ "ବଳରାମ ଭଜନ ସଂଧ୍ୟା' ତରଫରୁ ନେତ୍ରୋତ୍ସବ ଉପଲକ୍ଷେ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସୁମଧୁର କଣ୍ଠର ଭଜନ ପରିବେଷଣ ସ୍ରୋତାମାନେ ଶ୍ରବଣ କରିଥିଲେ । କଣ୍ଠଶିଳ୍ପୀ…