Take a fresh look at your lifestyle.

ମେଗା ଜଳ ପ୍ରକଳ୍ପ ରୁ ୧୦ କ୍ଵିଣ୍ଟାଲ ଲୁହା ଛଡ଼ ଚୋରି ମାମଲାରେ ୬ ଗିରଫ , ଟ୍ରକ ଜବତ

ଭୁବନ : ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତର ଓଢ଼ଣା ଗ୍ରାମରେ ସରକାରଙ୍କ ତରଫରୁ constration କମ୍ପାନୀ ଦ୍ଵାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି ।ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଲୁହା ଛଡ଼ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଅଁଳାପାଳ ଗ୍ରାମରେ ଏକ ଷ୍ଟକ ୟାର୍ଡ କରି ରଖା…

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

ଢେଙ୍କାନାଳ :  ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର (ଟୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ…

ପରିବେଶ ର ସୁରକ୍ଷା ଲାଗି କିଶୋର କିଶୋରୀ ମାନେ ମିଳିତ ଭାବେ ୧୭ ହଜାରରୁ ଉର୍ଦ୍ଧ୍ବ ବୃ୍ଷରୋପଣ କଲେ l

ଢେଙ୍କାନାଳ: ବର୍ତ୍ତମାନ ପରିସ୍ଥିତି ରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଓ ବାୟୁମଣ୍ଡଳ ପ୍ରଦୂଷଣ କୁ ଦୃଷ୍ଟି ରେ ରଖି ଢେଙ୍କନାଳ ଜିଲ୍ଲା ପ୍ରଶାସନ ର ସମାଜ କଲ୍ୟାଣ ବିଭାଗ, ୟୁନିଓସେଫ୍ ଓ ଅlକ୍ସନଏଡ ର ମିଳିତ ସହଯୋଗ ରେ ଜିଲ୍ଲା ର ୧୧୪୧ ଗୋଟି ଗ୍ରାମ ରେ କିଶୋର ଓ କିଶୋରୀ ମାନଙ୍କ ଦ୍ଵାରା ଗତ…

୧୨ ଦଫା ଦାବିରେ ବିଜେପି ର ଭୁବନ ବନ୍ଦ

ଢେଙ୍କାନାଳ : ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ "ଭୁବନ ବନ୍ଦ" ଅନୁଷ୍ଠିତ ହୋଇଯାଇଛି। ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସକାଳ ୭ ଘଟିକା ସମୟରେ କାଳୀ…

ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା

ଢେଙ୍କାନାଳ :  ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ସରପଞ୍ଚ ଝିଲୀପ୍ରଭା ବେହେରା ୩ ଟି ସନ୍ତାନ ଯୋଗୁ ତାଙ୍କ ପଦବୀ ହରାଇଛନ୍ତି । ଶ୍ରୀମତୀ ବେହେରା ୩ ଟି ସନ୍ତାନ ର ଜନନୀ ହୋଇ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀନୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ପ୍ରତିଦ୍ବନ୍ଦୀ…

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୬୦୦ ଲିଟର ସ୍ପିରିଟ ଜବତ ୨ ଗିରଫ

ଭୁବନ :  ଭୁବନ ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ୍ ପଛପଟେ ବେଆଇନ ଭାବେ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା ବେଳେ ୬୦୦ ଲିଟର ସ୍ପିରିଟ ଜବତ କରାଯାଇଥିଲା । ମଦ ରନ୍ଧା ଓ ଅପମିଶ୍ରଣ ପାଇଁ…

ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ

ଭୁବନ :  ଗତକାଲି ପୁରୀ ସତ୍ୟବାଦୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ହୋଇଥିବା କାଳୀ ମାଡ଼ କୁ ଭୁବନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ନିନ୍ଦା କରିଛି। ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ନଗରପାଳ ଶୁଭେନ୍ଦୁ କୁମାର…

୩୧ ରୁ ସମୂହ ଛୁଟି ରେ ଯିବେ ଅସନ୍ତୁଷ୍ଟ କୃଷି ସେବା ସଂଘ

ଢେଙ୍କାନାଳ: ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ଭାରତ ସରକାରଙ୍କ ୨୦୧୬ ରେ ପ୍ରଚଳିତ ବିଜ୍ଞପ୍ତି ଦ୍ଵାରା କୃଷି ଭିତ୍ତିକ ଶିକ୍ଷାକୁ ଏକ ବୃତ୍ତିଗତ ଶିକ୍ଷାର ମାନ୍ୟତା ପ୍ରଦାନ କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷା ପ୍ରାପ୍ତ କ୍ୟାଡର୍ ମାନଙ୍କ ସହ ସମକକ୍ଷ କରି କୃଷି…

ସାଇବାବା କ’ଣ ଥିଲେ ?

ଶ୍ରୀ ଗଣେଶ ଭଗବତୀ ସରସ୍ୱତୀ ତଥା ଗୁରୁ ମହାରାଜଙ୍କ ଚରଣରେ ମୋର ସାଷ୍ଟାଙ୍ଗ ପ୍ରଣାମ । ପୁଣି ମୋର କୁଳ ଦେବତା ଶ୍ରୀ ସୀତା-ରାମଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ସାଷ୍ଟାଙ୍ଗ ନମନ । ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜଙ୍କ ଚରଣରେ ନତ-ମସ୍ତକ ହୋଇ ତାଙ୍କର ସ୍ତୁତି କରୁଛି ।…

ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ : ଅଧ୍ୟାପିକା ଶାଶୁ ଓ ଜ୍ବାଇଁ ଗିରଫ

ଭୁବନ :ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଞ୍ଚଳର ଜନୈକ ବିଜେପି ନେତା ଙ୍କ ଝିଅ କୁ ତା ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଅପରାଧରେ ଶାଶୁ ଓ ସ୍ବାମୀ ଙ୍କୁ ଜେଲ ଯିବାକୁ ପଡ଼ିଛି। ପ୍ରାପ୍ତ ସୂଚନା ରୁ…