ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ
ଢେଙ୍କାନାଳ : ଭାରତ ସ୍କାଉଟ ଓ ଗାଇଡ ଢେଙ୍କାନାଳ ଶାଖା ପକ୍ଷରୁ ରକ୍ତଦାନ ଶିବିର ଲକ୍ଷ୍ମୀଧର ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାୟତାରେ ଆୟୋଜିତ ଏହି ଶିବିରରେ ଏକ ରେକର୍ଡ ସଂଖ୍ୟକ ୭୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।…