ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ବୈଠକ: ସଭାପତି ରାଜେନ୍ଦ୍ର ଓ ସଂପାଦକ ଭାବେ ଦେବବ୍ରତ…
ଢେଙ୍କାନାଳ : ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ବୈଠକ ଡିସେମ୍ବର ୨୦ ତାରିଖ ସଂଧ୍ୟାରେ ସ୍ଥାନୀୟ ଆର୍.କେ. ରେଜେନ୍ସି ହୋଟେଲ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଚେୟାରମ୍ୟାନ ସନ୍ତୋଷ କୁମାର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବ୍ୟବସାୟୀ…