Take a fresh look at your lifestyle.

ବଳରାମପୁରରେ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଓଡାପଡା ବ୍ଲକ୍ ବଳରାମପୁର ପଂଚାୟତର ଐତିହ୍ୟ ସଂପନ୍ନ ବଳରାମପୁର ଗ୍ରାମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବଳରାମପୁର ଗ୍ରାମ ପରିଚାଳନା ପରିଷଦ ପକ୍ଷରୁ ବନ୍ଧାଇ ହୋଇଥିବା ମାନପତ୍ର ସହ ଉତରୀୟ ପ୍ରଦାନ ପୂର୍ବକ ଗତ ବୁଧବାର ୫ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।…

କରମୁଳରେ ଅଣ ସଂକ୍ରମିତ ରୋଗ ନିରୁପଣ ଶିବିର

ଗଁଦିଆ : କରମୁଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅଣ ସଂକ୍ରମିତ ରୋଗ ନିରୁପଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କ ତତ୍ୱାବଧାନରେ ଡା. ଅରବିନ୍ଦ ଶତପଥୀ, ଡା. ପ୍ରଶାନ୍ତ ସେଠି,…

ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁ ରେ ଶନିବାର ସଂଧ୍ୟା ସାଢେ ୬ ଟାରେ ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀ କୁ ହାଣି ହାତ୍ୟା କରାଯାଇଛି । ମୃତକ ହେଉଛନ୍ତି କଙ୍କଡାହାଡ ଗାଁର ବିଜୟ ବେହେରା(୪୮) ଓରଫ ବିଜୁ ବୋଲି ଜଣାପଡିଛି । ବିଜୟଙ୍କ ସ୍ତ୍ରୀ ଲିଲି ବେହେରା କଙ୍କଡାହାଡ…

ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ

ଢେଙ୍କାନାଳ: ଜିଲ୍ଲା ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ ସଭାପତି ପ୍ରକାଶ କୁମାର ବେହେରାଙ୍କ ସଭାପତିତ୍ୱରେ ଭର୍ଚୁଆଲ୍ ମାଧ୍ୟମରେ ସଂପାଦିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସଂଘରେ ଖାଲିଥିବା ପଦବୀଗୁଡିକୁ ସର୍ବସମ୍ମତି…

ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ…

ବେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ,ଗାନ୍ଧିଜୀ କ୍ରିକେଟ କ୍ଳବ ଚମ୍ପିୟାନ

ଢେ଼ଙ୍କାନାଳ: ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କ୍ରିକେଟ ଟୁର୍ନାମେଣ୍ଟ l ଗ୍ରାଣ୍ଡ ଫାଇନାଲ ରେ ବେଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ବିଜୟୀ ଓ…

ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ

ଢେଙ୍କାନାଳ: ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ। ଢେଙ୍କାନାଳ-ଅନୁଗୁଳ ଦେଇ ଚଳାଚଳ କରୁଥିବା ତପସ୍ୱିନୀ ଆକ୍ସପ୍ରେସ ସଂଯୁକ୍ତ ହୋଇଛି । ଅତ୍ୟାଧୁନିକ ଏଲଏଚ ବି କୋଚ ଭୁବନେଶ୍ୱର ରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ…

ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ : ସାଂସଦ, ବିଧାୟକ କାର୍ଯ୍ୟକ୍ରମ ବର୍ଜନ କଲେ

ଢେଙ୍କାନାଳ : ଢେଙ୍କାନାଳ ଦେଇ ଚଳାଚଳ କରୁଥିବା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ଓ ବିଧାୟକ ବର୍ଜନ କରିଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ…

ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ

ଢେଙ୍କାନାଳ : ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ଧର୍ମପତ୍ନୀ ସ୍ବର୍ଗତା ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆଜି ଢେଙ୍କାନାଳ ସହରାଞ୍ଚଳର କାଞ୍ଚନ ବଜାରରେ ରହିଥିବା ଶ୍ରୀ ରଥଙ୍କ ବାସଭବନରେ ପାଳିତ…

ଧାନମଣ୍ଡିକୁ ନେଇ ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣା

 ଢେଙ୍କାନାଳ: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି । ଗଦାଶିଳା…