Take a fresh look at your lifestyle.

ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ

ଢେଙ୍କାନାଳ : ଗାଡି ମଡାଇ ମାରିବା ଅଭିଯୋଗ ରେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅ କୁ ଜେଲ ଯିବାକୁ ପଡିଛି । ସେ ହେଉଛନ୍ତି ନାଗିଆପଶି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡାଙ୍କ ପୁଅ ଦେବାଶିଷ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ…

ଶିବ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ନିତ୍ୟାନନ୍ଦ

ଢେଙ୍କାନାଳ :ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ନରଣପୁର ସ୍ଥିତ ଶିବ ମନ୍ଦିର ପରିସରରେ ଏକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରଣପୁର ଗ୍ରାମର ନିତ୍ୟାନନ୍ଦ ଦାସ ନୂତନ ମନ୍ଦିରର ଉନ୍ନତି କରଣ ପାଇଁ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।…

ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ପାଳିତ

ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୫ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…

ମାର୍ଚ୍ଚ ରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ୱର: ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାଯର୍ୟ ଅ।ରମ୍ଭ ହେ।ଇଯାଇଛି । ଏହି ଅଧିବେଶନ ମାର୍ଚ୍ଚ ରେ ଓଡ଼ିଶାରେ ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇ…

ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ବିଶ୍ୱନାଥ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ୧ ନମ୍ବର ଜୋନ ରେ ଏବେ ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ବିଶ୍ୱନାଥ ଚିନରା । ସେ ଜଣେ ସୈାଖିନ ଭଜନ କଳାକାର ଭାବେ ବେଶ ଜଣାଶୁଣା । ଯଦିଓ କୈାଣସି ଭଜନ ସୋ କୁ ଯାଆନ୍ତି ନାହିଁ ନିଜେ ତାଙ୍କ ଗ୍ରାମ ର…

ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ…

ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଥିଙ୍କର୍ସ ଫୋରମ ତରଫରୁ ଜିଲ୍ଲାରେଜନ୍ମିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକର ଯତ୍ନନେବା, ଜିଲ୍ଲାପାଠାଗାରକୁ ନିୟମିତ ଖୋଲିବା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ଖୋଲବାକୁ…

ଡ. ରାଧାନାଥ ରଥ ସାମ୍ବାଦିକ ଜଗତର ପିତାମହ ଭିଷ୍ମ ଥିଲେ

ଢେଙ୍କାନାଳ : ଉକ୍ରଳ ଫେଡେରେସନ୍ ଅଫ୍ ୟୁନାଇଟେଡ ନେସନ୍ସ ଆସୋସିଏସନ୍ ଓ ଡ. ରାଧାନାଥ ରଥ ଫାଉଁଡେସନ୍ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ଅଧ୍ୟକ୍ଷ ତଥା ଡ. ରାଧାନାଥ ରଥ…

ହର ପାର୍ବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଙ୍କଡ଼ାହାଡ଼ ଚାମ୍ପିୟନ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼  ଠାରେ ୧୭ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଅନ୍ତିମ ଦିବସ ଖେଳରେ ତାଳବରକୋଟ କ୍ରିକେଟ ଦଳ ଓ ହର ପାର୍ବତୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | କଙ୍କଡ଼ାହାଡ଼ ହର ପାର୍ବତୀ କ୍ରିକେଟ ଦଳ…

ନିର୍ବାଚନ ମୈଦାନରେ ବଡବାପା – ଝିଅ , ସାମ୍ବାଦିକ ସାଜିଲେ ସରପଂଚ ପ୍ରାର୍ଥୀ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣ ରୁ ସର୍ବଦା ଚର୍ଚ୍ଚାରେରହିଥାଏ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏହି ପଂଚାୟତରେ ବାପ -ଝିଅ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ଯୁବ ସାମ୍ବାଦିକ ମଧ୍ୟ ପ୍ରାର୍ଥୀହୋଇଛନ୍ତି । ଚଳିତଥର ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ…