Take a fresh look at your lifestyle.
Browsing Category

ପ୍ରମୁଖ ଖବର

“ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”

ଢେଙ୍କାନାଳ :  ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତ କଲ୍ୟାଣମଣ୍ଡପ ଠାରେ ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ନେହ, ଶ୍ରଦ୍ଧା,…

କୁଣ୍ଡି ନାଳ ରେ ମହାଦୁର୍ନୀତି : ହସୁଛି ଠିକାଦାର କାନ୍ଦୁଛି ଚାଷୀ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ର କନ୍ଦରସିଙ୍ଗା ଗ୍ରାମ ରେ ଦେଖିବାକୁ ମିଳିଛି I ମହାଦୁର୍ନୀତି ଗ୍ରାମ ର ପାର୍ଶ୍ଵ ଦେଇ ଏକ ନାଳ ବୋହି ଯାଇଛି I କୁଣ୍ଡି ନାଳ ନାମରେ ପରିଚିତ ନାଳ ଟି ଏପରି ଭାବରେ ପ୍ରଭାହିତ ହେଉଛି କୀ ଏକର…

ପରିଣତ ବୟସରେ ବି ମିଳିନି ଆବାସ, ଭଙ୍ଗା ଚାଳ ତଳେ ବୃଦ୍ଧ ଦମ୍ପତି ଙ୍କ ଜୀବନ

କାମାକ୍ଷାନରର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଉଦ୍ଧବ ବେହେରା (68) ପତ୍ନୀ ଯଶୋଦା ବେହେରା (60) ଙ୍କୁ ଆବାସ ଯୋଜନା ମିଳୁ ନଥିବାରୁ ଅଭିଯୋଗ ହୋଇଛି I ଉଦ୍ଧବ ପାଖା ପାଖି ତିରିଶି ବର୍ଷ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବାରୁ କୋଣସି କାମ ଧନ୍ଦା…

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ  ହିତାଧିକାରୀ ଙ୍କୁ ଚାଉଳ ମିଳିଲା

ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ…

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

କାମାକ୍ଷାନରର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏକ ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳିଛି। ଡଙ୍ଗାପାଳ ଗାଁର ଗୋଲେଖ ମହାନ୍ତଙ୍କ ୩୧ ବର୍ଷୀୟ ପୁଅ ଦେବବ୍ରତ ମହାନ୍ତ। ଦୁଇ ବର୍ଷ ତଳେ କାମ କରୁଥିବା ସମୟରେ ଖସି ପଡିବାରୁ…

ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ

ଢେଙ୍କାନାଳ : ଜଣେ କୋଇଲା ଟ୍ରକ ମାଲିକ ଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସପି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଧରାପଡ଼ିଛନ୍ତି। ଅଭିନବଙ୍କ ସମ୍ପର୍କୀୟଙ୍କ ଘରେ ଓ ସଦର ଥାନା ଆଦି ୮ ଟି…

ଗର୍ଭବତୀ ହାତୀ ମୃତ ଘଟଣାରେ ଦୁଇ ଜଣ କୋର୍ଟ ଚାଲାଣ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ଫରେଷ୍ଟ ବିଟ ଅଧିନ ଖଇରମୁଣ୍ଡା ଗାଁ ସନ୍ନିକଟ ଜଙ୍ଗଲରୁ ରବିବାର ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଥିଲା । ହାତୀର ଆନୁମାନିକ ବୟସ ୩୦ ରୁ ୩୫ ବର୍ଷ ହେବ ଓ ସେ ଗର୍ଭବତୀ ଥିଲା ।ବ୍ୟବଛେଦ ପରେ ମାଆ ହାତୀ…

ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ…

ମାଈ ହାତୀର ମୃତ ଦେହ ଉଦ୍ଧାର ।

କାମାକ୍ଷାନରର( ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖେସରା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମାଈ ହାତୀଟିର ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଘଟଣା…

ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଥିବା ଗେଲ୍ ଇଣ୍ଡିଆ ଲିମିଟେଡର ସବଷ୍ଟେସନ ସମ୍ମୁଖରେ ୬୦ ଟି ଠିକା ସଂସ୍ଥାର ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ବକେୟା ପ୍ରାପ୍ୟ ପାଇଁଏକତ୍ରିତ ହୋଇ ଗେଟରେ ତାଲା ପକାଇ ଆନେ୍ଦାଳନ କରିଛନ୍ତି । ଗେଲ୍ ଇଣ୍ଡିଆକମ୍ପାନୀ ଶ୍ରମିକ ଓ କର୍ମଚାରୀ…