Take a fresh look at your lifestyle.
Browsing Category

ପ୍ରମୁଖ ଖବର

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଦ୍ଧାଙ୍କ ପାଇଁ ଢେଙ୍କାନାଳ ପୂର୍ବ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ପୂର୍ବ ସୈନିକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ବସ୍ଷ୍ଟାଣ୍ଡସ୍ଥିତ ଶହୀଦ୍ ସ୍ତମ୍ଭ ନିକଟରେ ମହମବତୀ ଜାଳି ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ସେନାବାହିନୀର ମୁଖ୍ୟ ସିଡିଏସ୍ ବିପିନ୍ ରାୱତ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଯାତ୍ରା କରୁଥିବା…

ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ

ଢେଙ୍କାନାଳ: ସ୍ଥାନୀୟ ରଥଗଡାସ୍ଥି ଉଫୁନା କାର୍ଯ୍ୟାଳୟରେ"ବିଶ୍ୱ ମାନବିକ ଅଧିକାର ଦିବସ'' ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାଷୀ ମାଧ୍ୟମରେ…

ମହିମା ମହାବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ମହିମାଗାଦୀସ୍ଥିତ ମହିମା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏବଂ ସମାଜ ବିଜ୍ଞାନ ବିଭାଗ ସହାୟତାରେ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର…

‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି

ଭୁବନେଶ୍ୱର, (ଟଙ୍କଧର ଦାଶ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ…

ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି

ଭୁବନେଶ୍ୱର : ନିର୍ମଳା ନିକେତନ ଦିଲ୍ଲୀ ତରଫରୁ ଘରୋଇ ପରିଚାରିକା ମାନଙ୍କ ଆଇନ୍ ପ୍ରଣୟନ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ, ଘରୋଇ ପରିଚାରିକା ମାନଙ୍କ ସମସ୍ୟା ଏକ ବଡ଼ ସମସ୍ୟା, ରାଜ୍ୟ ସରକାର…

ଫସଲହାନୀର କ୍ଷତିପୂରଣ ପାଇଁ ସିପିଆଇଏମ୍ ର ଦାବି

ଧାମନଗର : ଚଳିତ ବାତ୍ୟାର ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଧାମନଗର ବ୍ଲକର ହଜାର ହଜାର ହେକ୍ଟର ·ଷଜମୀ ଉଜୁଡ଼ି ଯାଇଥିବାବେଳେ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିବାବେଳେ ସିପିଆଇଏମ୍ ଧାମନଗର ଆଂଚଳିକ କମିଟି ପକ୍ଷରୁ ତହସିଲଦାରଙ୍କ ଜରିଆରେ…

ପର୍ବତାରୋହଣରେ ସଫଳତା:”ହାଇକ୍ ଫର୍ ଇଣ୍ଡିଆ” କାର୍ଯ୍ୟକ୍ରମରେ ପ୍ରଭାସିନୀଙ୍କ କୃତିତ୍ୱ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସଦସ୍ୟଙ୍କ ପର୍ବତାରୋହଣରେ କୃତିତ୍ୱ ପ୍ରଦର୍ଶନ । ଢେଙ୍କାନାଳ ଜିଲ୍ଲା ବେରୁଆଁପାଳ ନିବାସୀ ପ୍ରଶାନ୍ତ କୁମାର ବେହେରା ଓ ପଙ୍କଜିନୀ ବେହେରାଙ୍କ ସୁକନ୍ୟା ପ୍ରଭାସିନୀ ବେହେରା "ହାଇକ୍ ଫର୍ ଇଣ୍ଡିଆ''…

କୋଣାର୍କ ରେ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା

କୋଣାର୍କ : କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଗତ ବୁଧବାର ପୂର୍ବାହ୍ନରେ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନାଚକ୍ର ଏବଂ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି କୋଭିଡ୧୯ର…

ଏନ ଟି ପି ସି ଲେଡିଜ କ୍ଳବ ‘ତନଭି ସଂଗମ’ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ

କଣିହାଁ : ବର୍ତମାନ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷମାନେ ଅସହାୟ ଏବଂ ଆବଶ୍ୟକ କରୁଥିବା ବିଭିନ୍ନ ସ୍ଥାନରେ ଶୀତପ୍ରଦାନ କରୁଛନ୍ତି । ଏହି କ୍ରମରେଏନ ଟି ପି ସି, ତାଳଚେର କଣିହାର ଲେଡିଜ୍ କ୍ଲବ ତନଭି ସଙ୍ଗମ ପକ୍ଷରୁ ହଂଟିଙ୍ଗ୍ ଅଞ୍ଚଳ ଥିବା ସରକାରୀ…

ପଶୁ ଡାକ୍ତରଙ୍କ ଅନୁପସ୍ଥିତି , ହୋଇପାରୁ ନାହିଁ ପଶୁସମ୍ପଦର ଚିକିତ୍ସା

ଆଠମଲ୍ଲିକ : ଆଠମଲ୍ଲିକ ପଶୁ ସମ୍ପଦ ଓ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ମହାକୁଡ଼ଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିପତ୍ର କୃଷିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର…