Browsing Category
ପ୍ରମୁଖ ଖବର
ସ୍ମାର୍ଟ ହେଲଥ୍କାର୍ଡଧାରୀଙ୍କୁ ମାଗଣାରେ ଉତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
ଢେଙ୍କାନାଳ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସ୍ମାର୍ଟ ହେଲଥ୍ କାର୍ଡଧାରୀ ହିତାଧିକାରୀଙ୍କୁ ମାଗଣାରେ ଉତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜିଲ୍ଲାର ମୋଟ୍ ୧୨ ଚିକିତ୍ସାଳୟର…
ଶିଶୁ ପାଇଁ ଦିନଟିଏ ପାଳିତ: ଜିଲାସ୍ତରୀୟ ଟାସ୍କ ଫୋର୍ସ ଅଧିବେଶନ
ଢେଙ୍କାନାଳ : ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ବାଲ୍ୟ ବିବାହ ଶିଶୁ ଶ୍ରମିକ ଶିଶୁ ନିର୍ଯାତନା ପରି ସାମାଜିକ ବ୍ୟାଧ୍ୟକୁ ରୋକିବା ଏବଂ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ଶିଶୁ ପାଇଁ ଦିନଟିଏ ଓ ଜିଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ…
୩୧ତମ ରାଧାଦେଇପୁର କପ ସିମିଳିଆ 10 ରନରେ ବିଜୟୀ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ ଚାଲିଥିବା 31 ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସିମିଳିଆ ବିଜୟୀ ହୋଇଛି | ସିମିଳିଆ ପ୍ରଥମେ ବ୍ୟାଟିଂ କରି ପିଣ୍ଟୁଙ୍କ 43 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 219 ରନ ସଂଗ୍ରହ କରିଥିଲେ।…
ଓପିଏସ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଓଡାପଡା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ପୁରାତନ ଛାତ୍ରସଙ୍ଘ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଶମ୍ଭପ୍ରସାଦ ପ୍ରଧାନ ସଭାପତିତ୍ୱ କରି ଓଡିଶା ସରକାରଙ୍କର ମୋ କଲେଜ…
ସତ୍ୟ ସାଇ ସେବା ସଙ୍ଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଣ୍ଟନ
ଢେଙ୍କାନାଳ: ଚଳିତ ବର୍ଷର ହାଡ଼ଭଙ୍ଗା ଶିତରେ ସମଗ୍ର ରାଜ୍ୟ ସହ ଢେଙ୍କାନାଳ ସହର ଥରୁ ଥିବାବେଳେ ସନ୍ଧ୍ୟା ହେଉ ହେଉ ସମସ୍ତେ ନିଜ ଘରେ ପଶି ଯାଉଛନ୍ତି ମାତ୍ର ରାସ୍ତା କଡରେ ପଡି ରହୁଥିବା ବେସାହାରା , ନିରାଶ୍ରୟ, ମାନସିକ ବିକାରଗ୍ରସ୍ତଙ୍କ ଉପରେ କାହାର ନଜର ପଡୁ ନାହିଁ।
ମାତ୍ର ସେବା ପାଇଁ…
ମୋ ପୋଖରୀ ଅଭିଯାନ ଆରମ୍ଭ
ଢେଙ୍କାନାଳ : ଢେଙ୍କାନାଳ ପୌରପାଳୀକା ପକ୍ଷରୁ ମୋ ପୋଖରୀ ଅଭିଯାନ ଶୁଭ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଭାଗିରଥୀ ସାଗର କୂଳରେ ଥିବା ପୋଖରୀ କୂଳରେ ସ୍ୱଚ୍ଛ ସାଥୀ ଓ ପୌର ପାଳିକାର ସମସ୍ତ କର୍ମଚାରୀ ମାନେ ମିଶି ପୋଖରୀ ଚାରିପଟେ ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ ।
ପ୍ରଥମେ ଢେ଼ଙ୍କାନାଳ…
ଭୁତକୋଠିରେ ପରିଣତ ବଅଁରପାଳ ତହସିଲଦାରଙ୍କ କ୍ୱାଟର
ବଅଁରପାଳ:ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲଦାରଙ୍କ ସରକାରୀ ବାସଭବନ ଭୂତକୋଠୀରେ ପରିଣତ ହୋଇଛି । ତହସିଲ ଦାର ସରକାରୀ ବାସ ଭବନରେ ନରହି ଅନୁଗୁଳରେ ରହୁଛନ୍ତି । ଫଳରେ ଦୀର୍ଘଦିନ ହେବ ନୂତନ ଭାବେ ନିର୍ମଳ ହୋଇ ସରକାରଙ୍କ ରାଜ୍ୟକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ପାଣିରେ…
ମନ୍ଦିର ଦର୍ଶନ କରିବା ବେଳେ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ସାଂସଦ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର ଗ୍ରାମ ମଧ୍ୟସ୍ଥ ମା’ ଜେନାଦେବୀଙ୍କୁ ଦର୍ଶନ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ମଧ୍ୟାହ୍ନରେ ଯାଇଥିଲେ । ମନ୍ଦିର ପ୍ରାଙ୍ଗଣରେ ମା’ଙ୍କ ପ୍ରତିମୂର୍ତୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାବେଳେ ଗ୍ରାମର ଶତାଧିକ…
ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ନିତି ଆଦର୍ଶକୁ ଅନୁପ୍ରାଣିତ ହେଲେ ଶ୍ରେଷ୍ଠତା ପ୍ରତିପାଦନ କରିବା
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜର ରସାୟନ ବିଜ୍ଞାନ ବିଭାଗର ସମ୍ମାନ ନୂତନ ଛାତ୍ରୀ ଛାତ୍ର ମାନଙ୍କୁ ବିଭାଗ ପକ୍ଷରୁ ବୁଧବାର ସ୍ଵାଗତ କରାଯାଇଛି । ଏହି ସ୍ଵାଗତ ଉତ୍ସବରେ +୩ ଶେଷ ଵର୍ଷ ବିଜ୍ଞାନ ବିଭାଗ ସମ୍ମାନର ଛାତ୍ରୀ ଛାତ୍ର ମାନେ ନବାଗତ ତଥା +୩ ପ୍ରଥମ ଓ ୨ୟ ବର୍ଷ…
ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି
ଢେଙ୍କାନାଳ: ଗାଁ ପାଇଁ ଦିନଟିଏ ପକ୍ଷରୁ ଭୋଜଦେଈପୁର ଗ୍ରାମକୁ ସମ୍ପୂର୍ଣ୍ଣ ଟିକାକରଣ ଗ୍ରାମ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଲଟିକିରି ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା । ଟିକାକରଣ ପୂର୍ବାହ୍ନ ସାଢ଼େ…