Browsing Category
ପ୍ରମୁଖ ଖବର
ମନ୍ତ୍ରୀ ଓ ସାଂସଦ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ନ ଏସି ର ୫ଟି ପ୍ରକଳ୍ପକୁ ରବିବାର ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଶିଳାନ୍ୟାସ କରିଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟସାଇ ମନ୍ଦିର, ବିନାୟକ ଇଗ୍ରାଜୀ ବିଦ୍ୟାଳୟ, ଵାଉଶକଣ ଭାଗବତ ଟୁଙ୍ଗି ଓ…
ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ
ଢେଙ୍କାନାଳ: ଢେଙ୍କାନାଳ ସହର ମୀନା ବଜାର ଅଞ୍ଚଳର ଏକ ଝିଅ ସହିତ ସଦର ଥାନା ଅନ୍ତର୍ଗତ ରଞ୍ଜା ଗ୍ରାମର ଜଗନ୍ନାଥ ବାରିକଙ୍କ ପୁଅ ବାପି ବାରିକଙ୍କ ସହିତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବାପି ବାରିକ ବାରମ୍ବାର ଜ୍ୟୋତି ଘରକୁ ଆସି ନାନା ପ୍ରଲୋଭନ ଦେଖାଇ, ବିବାହର ପ୍ରତିଶୃତି…
ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ
ଢେଙ୍କାନାଳ : ଗଁଦିଆ ବ୍ଲ୍କକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଶେଷ ଦିନର ଖେଳ ମାର୍ଥପୁର ସହ କିଆଝର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାର୍ଥାପୁର କୁ ହରାଇ କିଆଝର ବିଜୟୀ ହେବା ସହ ଟ୍ରଫି ହାସଲ କରିଛି | ପ୍ରଥମେ ଟସ ଜିତି…
ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ
ଢେଙ୍କାନାଳ:ଢେଙ୍କାନାଳ କୋବଲ୍ୟ ବଜ଼ାର ସ୍ଥିତ ସିଦ୍ଧି ବଳରାମ ଜୀଉ ମନ୍ଦିର ରେ ରବିବାର ବଉଳ ଅମାବାସ୍ୟା ପାଳିତ ହୋଇ ଯାଇଛି | ଏହି ଅବସର ରେ ମନ୍ଦିର ରେ ବିଶେଷ ପୂଜା ଅର୍ଚନା କରାଯାଇଥିଲା | ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ…
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ବର: ନୂଆବର୍ଷ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ…
ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ
ଓଡାପଡା :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟପରିସରରେ…
ବିଶ୍ୱ କୁନ୍ତଳ ଶିଶୁ ଗୃହରେ ନବବର୍ଷ ଆସର
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ରହିଥିବା ମାତୃହୀନ ଓ ପିତୃହୀନ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ଯୁକ୍ତ ୨ ସ୍ତର ଯାଏଁ ଶିକ୍ଷାଲାଭ କରୁଛନ୍ତି,…
ଗଁଦିଆ ବ୍ଲକରେ କେବେ ଖୋଲିବ ଧାନ ମଣ୍ଡି ଆଶା ଆଶଙ୍କାରେ ଚାଷୀକୂଳ
ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ…
ସ୍ୱାଧୀନତା ଆନ୍ଦୋଳନ ପାଇଁ ବୀର ବୈଷ୍ଣବ ଅନେକ ଥର କାରବାରଣ କରି ଥିଲେ
ଢେଙ୍କାନାଳ : ଢେଙ୍କାନାଳ ସୁରକ୍ଷା ସମିତି ତରଫରୁ ପୁରୁଣା ଜିଲ୍ଲା ପରିଷଦ ଭବନରେ ସ୍ବାଧିନତା ସଂଗ୍ରମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କଣ୍ଣଧାର ସୂର୍ଗତ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଅଷ୍ଟମ ଶ୍ରାଦ୍ଧବାର୍ଷିକ ରେ ଏକ ସ୍ମତିଚାରଣ ଅନୁଷ୍ଠିତ ହୋଇଛି । ଢେଙ୍କାନାଳ ସୁରକ୍ଷା ସମିତିର ଆବାହକ…
ପ୍ରତିଭା ସମ୍ମାନ ଓ ସ୍ୱାଗତମ-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ
୧୯୭୧ ଭାରତ ଓ ପାକିସ୍ଥାନ ଯୁଦ୍ଧର ଯୋଦ୍ଧା ତଥା ଅବସରପ୍ରାପ୍ତ ସୁବେଦାର ସୋମନାଥ ସାହୁ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଅମୀୟ ଚାନ୍ଦ, ଶିକ୍ଷାବିତ ମୋହିମ ମହମ୍ମଦ, ଶିକ୍ଷାବିତ ସୁରେଶ ମିଶ୍ର, ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ, ବିଶିଷ୍ଟ ବ୍ୟବସାୟୀ ପ୍ରସନ୍ନ ସାହୁ, ନୃତ୍ୟଶିଳ୍ପୀ ଏନପି…