Browsing Category
ପ୍ରମୁଖ ଖବର
ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ
କୋଣାର୍କ: କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ଘୋଷଣା କରିଛି । ଏହି ଖବର ଓଡିଶା ତଥ। ଓଡିଶା ବାହାରର ରେଡିଓ ପ୍ରେମୀ ଓ ଶ୍ରୋତାମାନଙ୍କ ମଧ୍ୟରେ ଖୁସି ଭରିଦେଇଛି ।…
ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଆଞ୍ଚଳିକ ରଥଯାତ୍ରା କମିଟି ଆନୁକୂଲ୍ୟରେ ଆଜି ଅଷ୍ଟମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ବିଧି ଅନୁଯାୟୀ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଅପରାହ୍ନରେ ମନ୍ଦିର…
ସଦର ବ୍ଲକର ୧ନଂଜୋନ୍ ରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ତମନ୍ତ୍ରୀ ପ୍ରଫୁଲ ମଳ୍ଲିକ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ୧ନଂ ଜୋନ୍ ଜିଲାପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀନୀଙ୍କ ପାଇଁ ରାଜ୍ୟ ପୂର୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣିମା ଦେହୁରୀଙ୍କ ସମେତ…
ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି
ଢେଙ୍କାନାଳ : ସାଧାରଣ ନିର୍ବାଚନ ପୂର୍ବରୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ବେକାର ଯୁବକ ଯୁବତୀମାନଙ୍କ ଭୋଟ୍ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ । ସାଧାରଣ ନିର୍ବାଚନ - ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ…
ଗରୀବଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାତ ସପନ, ସ୍ୱାମୀ ଚାଲିଯିବା ଛ’ମାସ ପରେ ମଧ୍ୟ ମିଳୁନି ବିଧବା ଭତ୍ତା
ଢେଙ୍କାନାଳ: କାମାକ୍ଷା ନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l
ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ନର୍ମଦା ଏପର୍ଯ୍ୟନ୍ତ ସେ ଯୋଜନାର କିଛି ସହାୟତା ପାଇଲେ…
ଯୋରନ୍ଦା ଅଞ୍ଚଳର ବରପୁତ୍ର ସଚ୍ଚିଦାନନ୍ଦ ତ୍ରିପାଠୀଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦାଠାରେ ଆଜି ଯୋରନ୍ଦା ଅଞ୍ଚଳର ବରପୁତ୍ର ତଥା ଯୋରନ୍ଦା ଅଞ୍ଚଳର ବିକାଶର ବିନ୍ଧାଣୀ ସଚ୍ଚିଦାନନ୍ଦ ତ୍ରିପାଠୀଙ୍କର ୩୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ସଚ୍ଚିଦାନନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ସଭାପତି ରବିନାରାୟଣ…
ଆସନ୍ତା ୫ ତାରିଖ ରେ ଢେଙ୍କାନାଳ ଜିଲାରେ କୁଆପଥର ବର୍ଷା ହୋଇପାରେ
ଢେଙ୍କାନାଳ: ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ମଧ୍ୟକୁ ବଙ୍ଗୋପସାଗରରୁ ଉଷ୍ଣ ଜଳୀୟବାଷ୍ପ ପ୍ରବାହ ପ୍ରଭାବରେ ଆସନ୍ତା ୫ ତାରିଖ ରେ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ୩ ଓ ୪ ତାରିଖ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।…
ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା କୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବୀ
କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ କୁ ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଦାବୀ କରିଛନ୍ତି । ନୀଳାଚଳ ଇସ୍ପାତ…
ଖୋ-ଖୋ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ସ୍କୁଲ୍ ପଡିଆରେ ସତ୍ୟରଞ୍ଜନ ସ୍ପୋର୍ଟସ୍ ଏକାଡେମୀ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଖୋ-ଖୋ ଟିମ୍ର ଜାତୀୟ ଓ ୟୁନିଭର୍ସିଟି ଖେଳିଥିବା ଖେଳାଳୀମାନଙ୍କୁ ପ୍ରାଇଜ୍ ବଣ୍ଟନ କରାଯାଇ ସେମାନଙ୍କ…
ସାମ୍ବାଦିକଙ୍କ ପିତୃ ବିୟୋଗ
କୋଣାର୍କ: କୋଣାର୍କର ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପିତୃ ବିୟୋଗ । କୋଣାର୍କରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଶିକ୍ଷକତା ବୃତ୍ତି ଆରମ୍ଭ ଓ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର…