Take a fresh look at your lifestyle.
Browsing Category

ରାଜ୍ୟ ଖବର

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦାଶରଥି ଗମାଙ୍ଗ

ମୋହନା(ଗଜପତି) : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚାନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର ପାଇ ଲୋକଙ୍କ ସମସ୍ୟା ସମାଧାନରେ ପ୍ରଶାସନର ଦୃଷ୍ଟିକୁ ଆଣି କାର୍ଯ୍ୟ ·ଲୁ ରଖିଥିବାରୁ ଉପସ୍ଥିତ…

ଗଣମାଧ୍ୟମକୁ କାଲୁରିଆ-ଗୋରଡିଆ ସେତୁକୁ ଯିବା ମନା କାହିଁକି?

 ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଖବର ସଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା କର୍ମୀ ଦେଖେଇଲେ ନାଲି ଆଖି । କାଲୁରିଆ ଗୋରଡିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା।କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଗ୍ରହ ସମୟରେ ଏଭଳି…

ଆଦିବାସୀ ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ ନାହିଁ

ଢେଙ୍କାନାଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଆ ସରକାର (ନିର୍ବାଚନ ଆୟୋଗ) ଯେଉଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ଆମ ରାଜ୍ୟର ୭ ଟି ଅନୁସୂଚିତ ଜିଲ୍ଲାର ସବୁ ସରପଞ୍ଚ ପଦବୀକୁ ଅନୁସୂଚିତ ଜନଜାତି (ଆଦିବାସୀ) ମାନଙ୍କ ପାଇଁ ସଂରକ୍ଷିତ କରିଥିବା ବେଳେ, ଅନ୍ୟ ୨୩ ଟି…

ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଯୁବବର୍ଗଙ୍କ ଲାଇନ

ଢେଙ୍କାନାଳ: ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଲମ୍ବାଲାଇନ ଦେଖିବାକୁ ମିଳିଛି । ଯୁବବର୍ଗର ଲୋକ ମାନେ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରୁଛନ୍ତି ନୂଆ ଲୁକ ପାଇଁ । ସଦର ବ୍ଲକ ବଣସିଂହ ଗ୍ରାମ ପଞ୍ଚାୟତ ମାକେର୍ଟ କମ୍ପ୍ଲେକ୍ସରେ ରହିଛିି କମଳ ବାରିକଙ୍କ ସେଲୁନ । ସେ…

ସାମ୍ବାଦିକଙ୍କ ଗିରଫଦାରୀକୁ ବିରୋଧ: ଏସପିଙ୍କ ଦ୍ବାରସ୍ଥ ହେଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

ଭବାନୀପାଟଣା: ମିଥ୍ୟା ମାମଲାରେ ନର୍ଲାର ସାମ୍ବାଦିକଙ୍କୁ ଛନ୍ଦି ରାତି ଅଧିଆ ଗିରଫଦାରୀକୁ ତିବ୍ର ବିରୋଧ କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ…

ଶିଶୁ ପାଇଁ ଦିନଟିଏ ପାଳିତ: ଜିଲାସ୍ତରୀୟ ଟାସ୍କ ଫୋର୍ସ ଅଧିବେଶନ

ଢେଙ୍କାନାଳ : ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ବାଲ୍ୟ ବିବାହ ଶିଶୁ ଶ୍ରମିକ ଶିଶୁ ନିର୍ଯାତନା ପରି ସାମାଜିକ ବ୍ୟାଧ୍ୟକୁ ରୋକିବା ଏବଂ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ଶିଶୁ ପାଇଁ ଦିନଟିଏ ଓ ଜିଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ…

ଭୁତକୋଠିରେ ପରିଣତ ବଅଁରପାଳ ତହସିଲଦାରଙ୍କ କ୍ୱାଟର

ବଅଁରପାଳ:ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲଦାରଙ୍କ ସରକାରୀ ବାସଭବନ ଭୂତକୋଠୀରେ ପରିଣତ ହୋଇଛି । ତହସିଲ ଦାର ସରକାରୀ ବାସ ଭବନରେ ନରହି ଅନୁଗୁଳରେ ରହୁଛନ୍ତି । ଫଳରେ ଦୀର୍ଘଦିନ ହେବ ନୂତନ ଭାବେ ନିର୍ମଳ ହୋଇ ସରକାରଙ୍କ ରାଜ୍ୟକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ପାଣିରେ…

କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲ ପରିଦର୍ଶନ

ଭବାନୀପାଟଣା (ହିମାଂଶୁ ତ୍ରିପାଠୀ ): ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ଭ ବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ , ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟ…