Take a fresh look at your lifestyle.
Browsing Category

ରାଜ୍ୟ ଖବର

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ୯ ଲୁଟେରା ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ଗତ ୫ ଦିନ ତଳେ ହୋଇଥିଲା..ବେଳେ ପୋଲିସ କୁ ମିଳିଛି ସଫଳତା l ରାସୋଳ ପୋଲିସ ଜବତ କରିଛି ଲୁଟ ହୋଇଥିବା ସୁନା ଗହଣା ଓ ନଗଦ ଟଙ୍କା ସହ ତିନୋଟି,ମୋଟର ସାଇକେଲ I ଏଥି ସହିତ ଡକାୟତି ସମୟରେ…

ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଲୋହିଆ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡଃ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ…

କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା…

ଢିଙ୍କିଆରେ ପୋଲିସ ଆକ୍ରମଣର ତୀବ୍ର ନିନ୍ଦା, ପୋଲିସ ପ୍ରତ୍ୟାହାର ପାଇଁ ଦାବୀ କଲେ ଗାନ୍ଧୀବାଦୀ

ଭୁବନେଶ୍ଵର : ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରି ନିଜର ଭିଟାମାଟି ବଞ୍ଚାଇବା ପାଇଁ ପାରାଦୀପ ନିକଟସ୍ଥ ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତର ଗ୍ରାମବାସୀ ଦୀର୍ଘଦିନ ଧରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଆସୁଛନ୍ତି । ଏହା ପୂର୍ବରୁ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ବିରୋଧ କରି…

ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ପାଳିତ

ଢେଙ୍କାନାଳ  : ଜିଲା ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ପର୍ବ ମହା ସମାରୋହରେ କୋଭିଡ୍ ନିୟମକୁ ପାଳନ କରି ପାଳିତ ହୋଇଯାଇଛି । ଫକୀର ମୋହନଙ୍କ ସ୍ମୃତିସଦନ ଠାରେ ଜିଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ଓ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ…

ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କର ପରଲୋକ

ବାରିପଦା: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି। ସେ ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି…

ନୃତ୍ୟ ଶିଳ୍ପୀ  ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ

ଢେଙ୍କାନାଳ: ଓଡ଼ିଶୀ ନୃତ୍ୟ ଶିଳ୍ପୀ  ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ  ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ…

ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର

ଢେଙ୍କାନାଳ : ଓଡ଼ିଶା ଅମଲା ସଂଘ, ଢେଙ୍କାନାଳ ଶାଖାର ଏକ ଜରୁରୀ ବୈଠକ ଅରୁଣ କୁମାର ପଳିୟାରସିଂହଙ୍କ ସଭାପତିତ୍ୱରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରୁ ପ୍ରତିନିଧିମାନେ ଯୋଗଦାନ କରି ଦୀର୍ଘଦିନରୁ ଦିଆଯାଇଥିବା…

ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ର ରମେଶ ବାରିକଙ୍କୁ  ଭୁବନେଶ୍ୱର ସହିଦ ଭବନ ପରିସରରେ ଏକ ସୁନ୍ଦର ପରିବେଶ ରେ ଚଳଚିତ୍ର ଜଗତ ର ପଇଁଚାଲିଶ ତମ ବାର୍ଷିକ ଉତ୍ସବ- 2021ମସିହା ନିମନ୍ତେ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ କରାଯାଇଛି | ଚଳିତବର୍ଷ କରୋନା ସମୟ ରେ ବାରଟି…