Browsing Category
ରାଜ୍ୟ ଖବର
ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ ସଂକ୍ରମଣକୁ ଦେଖି କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧ ତାରିଖରେ ଜାଗରଯାତ୍ରା…
ଢେଙ୍କାନାଳ ରେ ରାଷ୍ଟ୍ରପିତା ଙ୍କ ଅପମାନ ବିରୋଧ ରେ ବିକ୍ଷୋଭ
ଢେଙ୍କାନାଳ :ଢେଙ୍କାନାଳ ରେ ଗାନ୍ଧୀ ଅଧ୍ୟୟନ ଓ ସମାଜ ବିକାଶ ପ୍ରତିଷ୍ଠାନ ଏବଂ ଯୁସୁଫ ମେହେର ଅଲି ସେଣ୍ଟର ପକ୍ଷରୁ ସାମ୍ପ୍ରଦାୟିୟକ ଶକ୍ତି ବିରୋଧ ରେ ଏକ ବିକ୍ଷୋଭ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଦସ୍ୟମାନେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀପାର୍କରେ…
ସାଧାରଣତନ୍ତ୍ର ଦିବସ : ଲାଗିଲା ସ୍ୱାଧୀନତା ଦିବସର ତୋରଣ
ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଶାସନ ପକ୍ଷରୁ ଲାଗିଥିବା ତୋରଣ ରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପାଇଁ ଲାଗିଛି ସ୍ୱାଧିନତା ଦିବସର ତୋରଣ ।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଷ୍ଟାଡିୟମକୁ ଏସ୍ପି ଅଫିସ୍ ଦେଇ ଯାଇଥିବା…
ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ ଗାଡି ଅଟକାଇଲେ ଗ୍ରାମବାସୀ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଗତ ୨୦ ତାରିଖରେ ସ୍ଵାମୀ ଦିଲ୍ଲୀପ ନାୟକ ଓ ସ୍ତ୍ରୀ' ଲିସାରାଣୀ ଦେହୁରୀଙ୍କ ଗୋଟିଏ ଦିନରେ ମୃତ୍ୟୁ ଘଟଣା ରେ ଗ୍ରାମବାସୀ ମେଲି ବାନ୍ଧିଛନ୍ତି | ଲିସାରଣୀ ଙ୍କ ର ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ମାରି ଶାଶୁ ଘର ଲୋକ…
ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ
ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…
ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l
ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ…
ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ…
ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ
ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ ଆମ ସମସ୍ତଙ୍କୁ ଛାଡ଼ି ଇହଧାମ ପରିତ୍ୟାଗ କରିଛନ୍ତି। ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତ୍ରୀ ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।
ବାଲେଶ୍ଵର ଜିଲ୍ଲାର…
ଏସପି ଅଫିସ ସାମ୍ନାରେ ଧାରଣା ଦେଲେ ମା’ ଓ ପୁଅ
ଢେଙ୍କାନାଳ : ପରିଣତ ବୟସରେ ବୋଝ ସାଜିଛି ସାମାଜିକ ବାଚ୍ଛନ୍ଦ | ବଡ଼ପୁଅ ସମ୍ପୂର୍ଣ୍ଣ ପର କରିଥିବା ବେଳେ ଅଭାବ ମଧ୍ୟରେ ରହିଥିବା ସାନପୁଅ ପାଖରେ ତାଙ୍କର ଜୀବନ ବିତୁଛି | ଦିନେ ସେ ନିଜ ହାତରେ ଯେଉଁ ସୁଖର ସଂସାର ଗଢ଼ିଥିଲେ ଆଜି ତାହା ତାଙ୍କ ପାଇଁ ପର ହୋଇଯାଇଛି | ତେବେ ସାମାଜିକ ବାଚ୍ଛନ୍ଦ…
ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣି ନେବା
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜିଠାରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ…