Take a fresh look at your lifestyle.
Browsing Category

ରାଜ୍ୟ ଖବର

ଅଣନିଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ

ଗଁଦିଆ : ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହରେ ଅତ୍ୟଧିକ ଛାତ୍ରଛାତ୍ରୀ ବସିବା ଯୋଗୁଁ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା…

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ,୬୦ହଜାର ଟଙ୍କା ଜବତ

ଢେଙ୍କାନାଳ(ରାଜକିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ବେହେରାଙ୍କୁ ୬୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ନେବାପାଇଁ ସହଯୋଗୀ ଥିବା ବିଷ୍ଣୁବହ୍ଲବ ଖଟୁଆ ମଧ୍ୟ ଭିଜିଲାନ୍ସ…

ଦିଲ୍ଲୀ ପବ୍ଲିକ ସ୍କୁଲ ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ (ମଦନ ମୋହନ ଶତପଥି ): ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଦିଲ୍ଲୀପବ୍ଲିକସ୍କୁଲ, ଢେଙ୍କାନାଳର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ…

ଇ – ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ(ମଦନ ମୋହନ ଶତପଥି ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ନିକଟସ୍ଥ ମଙ୍ଗଳପୁର ଠାରେ ଅବସ୍ଥିତ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…

ବୁଦ୍ଧ ଓ ବୌଦ୍ଧ ଧର୍ମ ଆଜିର ବିକ୍ଷୁବ୍ଧ ଜଗତର ମଙ୍ଗଳ ପାଇଁ ଏକମାତ୍ର ସଫଳ ମାର୍ଗ

ଢେଙ୍କାନାଳ(ଦୀପକ ମିଶ୍ର) : ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଅମଲା ପଡା ସ୍ଥିତ ବୈଜ୍ଞାନିକ ଡ.ଦାଶରଥି ମିଶ୍ର ପାର୍କ ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ପକ୍ଷରୁ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଐତିହ୍ୟ…

କପିଳାସ ମନ୍ଦିର ପ୍ରତିଷ୍ଠା ସମାରୋହ ୧୦ରେ

ଢେଙ୍କାନାଳ(ରାଜକିଶୋର ରାଉତ ): କପିଳାସ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତା ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଐତିହ୍ୟପୂର୍ଣ୍ଣ ମନ୍ଦିରଟି ୧୨୪୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାଜା ନରସିଂହ ଦେଓ ବା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ । ଏହି ଦିନକୁ…

ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ଆମ୍ ଆଦମୀ ପାର୍ଟିର ନନ୍ଦା

ଢେଙ୍କାନାଳ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ…

କୋଣାର୍କ ଥାନାରେ ଶିଥିଳତାର ଘନ କୁହୁଡି ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ

କୋଣାର୍କ : ଶାଶନ ବ୍ୟବସ୍ତାରେ ଜନ ସାଧାରଣ କିପରି ସହଜ  ଓ ସୁବିଧା ରେ ସବୁ ସ୍ତରରେ ନିଜର କାର୍ଯ୍ୟ କରି ପାରିବେ ସେଥି ପାଇଁ  ସରକାର ୫ଟି ର ବ୍ୟବସ୍ତା କରିଛନ୍ତି  ହେଲେ     କୋଣାର୍କ ଥାନାରେ ଦେଖା ଦେଇଛି  ଶିଥିଳତାର ଘନ କୁହୁଡି ଯେଉଁଠି ଦୀର୍ଘ  ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ…