Browsing Category
ରୂପରେଖ ସ୍ପେଶାଲ
ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ…
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି,…
ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି ।
ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର…
ଚି ଚି ଚି ଚିଟଫଣ୍ଡ ଡ ଡ ଡ
ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ
ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ ।
ଠକ କହି ସରକାର ମାଡି ବସିଲେ
ହଟହଟା ଜମାକାରୀ ତେଣୁ ହୋଇଲେ ।
ଅଉଷଧ କିଣିବାକୁ ମିଳୁନି ଟଙ୍କା
ଶୁଣାଯାଏ ସରକାର ଟାଳିଵେ ଶଙ୍କା
କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ,
ଫେରେଇଵେ କେବେ ଟଙ୍କା ଦିଶୁନି ବାଟ ।
ତଦାରଖ…
ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ…
ଭୁବନ/ଢେଙ୍କାନାଳ: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼ଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କର୍ମକର୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ଅସହାୟ ମୃତା ମହିଳାଙ୍କ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ
ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍, ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣୀ ଗ୍ରାମର ଝିଟା ନାଏକ (୭୫) ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡ ନଂ-୧୨ ବେଡ୍ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୃତୁ୍ୟ ବରଣ କରିଗଲେ ।…
ବାଘମୁଣ୍ଡା-ସୁଣ୍ଢିକାଟେଣି ରାସ୍ତା ମରାମତି ଦାବିରେ ବାଘମୁଣ୍ଡା ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଲେ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ) :ବାଘମୁଣ୍ଡା-ଶୁଣ୍ଢିକାଟେଣି ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି ରାସ୍ତାର ସ୍ଥାଇ ମରାମତି ପାଇଁ ପ୍ରଶାସନକୁ ଯେତେ ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଆଜି ସେହି ରାସ୍ତା ଦେଇ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବୃକ୍ଷ…
ବ୍ୟଙ୍ଗ କବିତା – ଫରମା ନିଶା ଟା ଉତୁରି ଯାଇଛି
ଆମରି ଗାଁର ଧରମା ଦାଦି ଟା
ଗମେଟ ଚାକିରି କରିଛି
ଦରମା ସାଙ୍ଗକୁ ଭଲକି ଗଣ୍ଡାଏ
ଫରମା ବି ସେ ପାଉଛି।(୧)
ଗାଁ ମାଟିକୁ ସେ ଭୁଲି ଯାଇଛି
ସେ ଭୁବନେଶ୍ୱର ରେ ରହୁଛି
ଲୋନ କରିକି ନୟାପଲ୍ଲୀ ରେ
ଘରଟିଏ କିଣି ଦେଇଛି।(୨)
ଫରମା ଟଙ୍କାରେ ପୁଅକୁ ତା'ର
ଡାକ୍ତର କରିବ ଭାବୁଛି
ଘରର…
ଗୁଡିସାହି-ଅନ୍ଧାରୀ ରାସ୍ତା ବର୍ଷା ଦିନରେ ବେହାଲ,ଯାତାୟାତ ସମ୍ଭବ ନୁହେଁ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅଧିନ ଗୁଡିସାହି ଓ ଅନ୍ଧାରି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ…
ଇନିଷ୍ଟାଗ୍ରାମ ରିଇଲ୍ସ
ବାପା ବାପା ବୋଲି ପାଖ ଛାଡୁ ନାହିଁ
ଝିଅ ଆଇ ଫୋନ୍ କିଣିବ କହୁଛି
ଇନିଷ୍ଟାଗ୍ରାମେ ରିଇଲ୍ସ କରିକି
ବଡ଼ ୟୁଜର୍ ସପନ ଦେଖୁଛି। (୧)
ପାଠ ଶାଠ କିବା ତାର ହେଉଛି
ଫାଜିଲ ହୋଇକି
ସାଙ୍ଗ ସାଥି ମେଳେ
ଦିନ ରାତି ରିଇଲ୍ସ କରୁଛି।(୨)
ବାପା ଙ୍କ କଥାରେ ହଁ ଭରି ସିଏ
ତେଜପୂତ୍ରୀ ହେବ କହୁଛି…