Browsing Category
ରାଜନୀତି
ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପରଜଙ୍ଗ ବିଜେପି ର ପୂଜାର୍ଚନା
କଙ୍କଡାହାଡ଼ (ଟୁକୁନ ବିଶ୍ୱାଳ): ଓଡ଼ିଶାର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି । ଆଗାମୀ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ…
ରନ୍ଧନ ଗ୍ୟାସ ଓ ଅହେତୁକ ଦର ବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ତରଫରୁ ବିକ୍ଷୋଭ ଓ କୁଶପୂତଳିକା ଦାହ
ଢେଙ୍କାନାଳ : ଅଦ୍ୟ ଢେଙ୍କାନାଳ ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ କୁଶପୂତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍, ମୁ୍ୟନିସିପାଲିଟି ଓ…
ପ୍ରଧାନ ମନ୍ତ୍ରୀଙ୍କ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ-କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ
ଢେଙ୍କାନାଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ୩ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ବର୍ଷର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର…
ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ସଭାପତି ମାନଙ୍କର ସମୀକ୍ଷା ବୈଠକ କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ…
ଆମ୍ ଆଦମୀ ପାର୍ଟିର ବ୍ଲକ ସ୍ତରୀୟ ବୈଠକ ଏବଂ ମିଶ୍ରଣ ପର୍ବ
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ବ୍ଲକ ସ୍ତରୀୟ ବୈଠକ ଗଁଦିଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଧନିଆନାଳି ମଠ ଠାରେ ସ୍ଥାନୀୟ ପଂଚାୟତର ବରିଷ୍ଠ ନାଗରିକ ଶ୍ରୀନିବାସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗଦେଇ ଦଳର ନୀତି ଆଦର୍ଶ…
ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ କଲା ଢେଙ୍କାନାଳ ବିଜେପି
ଢେଙ୍କାନାଳ: ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ…
ବିଜୁବାବୁଙ୍କୁ ମରଣୋତର ଭାରତ ରତ୍ନ ଦିଆଯାଉ
ଭୁବନ : ଭୁବନ ବ୍ଲକଏବଂ ନଗର ବିଜେଡି ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଜନନାୟକ,ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ପଟ୍ଟନାୟକ ଙ୍କ ୨୫ ତମତିରୋଧାନ ଦିବସ ପାଳିତ ହୋଇଯାଇଛି ।
ଏନଏସି ବିଜେଡିସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋରସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଶୈବ ପୀଠ…
‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଭୁବନ : ଆସନ୍ତା ଅପ୍ରେଲ ୧୭ ତାରିଖ ରବିବାର ମହାନ ଜନନାୟକ, ବିଶିଷ୍ଟ ରଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦେ୍ଧାସôବ ରେ ବିଜୁଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥି ନିମନ୍ତେ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ ଧର୍ମେନ୍ଦ୍ର: ବିଶ୍ୱର ଖାଦ୍ୟ ସଙ୍କଟକୁ ଦୂର କରିପାରିବ ଭାରତ
ଢେଙ୍କାନାଳ: କରୋନା ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି । ରାଜ୍ୟର ପ୍ରାୟ ସାଢେ ୩ କୋଟି ଲୋକ ଏହାର ଲାଭ ଉଠାଉଛନ୍ତି । ଏହି ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା ପଞ୍ଚାୟତର…
ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆପ୍ ର ଆନ୍ଦୋଳନ ପ୍ରସ୍ତୁତି
ଢେଙ୍କାନାଳ : ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଏବଂ ସାମ୍ବାଦିକ ସମ୍ମିଳନୀ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜନ ହୋଇଥିଲା l
ସଭା ପ୍ରାରମ୍ଭରେ ଜିଲ୍ଲା ଆବାହକ ଶ୍ରୀ…