Take a fresh look at your lifestyle.

ବିଜୁବାବୁଙ୍କୁ ମରଣୋତର ଭାରତ ରତ୍ନ ଦିଆଯାଉ

ଭୁବନରେ ବିଜୁବାବୁ ଙ୍କ ୨୫ ତମ ତିରୋଧାନ ଦିବସ ପାଳିତ ,"ଜୀବନ ବିନ୍ଦୁ" କାର୍ଯ୍ୟକ୍ରମରେ ୧୧୦ ୟୁନିଟରକ୍ତସଂଗୃହୀତ

0 66

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକଏବଂ ନଗର ବିଜେଡି ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଜନନାୟକ,ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ପଟ୍ଟନାୟକ ଙ୍କ ୨୫ ତମତିରୋଧାନ ଦିବସ ପାଳିତ ହୋଇଯାଇଛି ।

ଏନଏସି ବିଜେଡିସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋରସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଶୈବ ପୀଠ ବୁଦେ୍ଧଶ୍ୱର ମନ୍ଦିର ପରିସର ରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯିବା ପରେ ନିକଟସ୍ଥ ନାଳରେ ତିଳତର୍ପଣ ଓ ସମୁହ ଦୀପଦାନ କରାଯାଇଥିଲା । ନଗରପାଳ ଶୁଭେନ୍ଦୁସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ କର୍ତାସାଜିଥିଲେ ।

ପରେ ଅନୁଷ୍ଠିତ ସ୍ମୃତିସଭାରେ ନଗରପାଳ ଶୁଭେନ୍ଦୁସାହୁ. ବ୍ଲକ ଅଧ୍ୟକ୍ଷା ସିପ୍ରାବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସମେତ ଦଳୀୟ କାଉନସିଲର, ସରପଂଚ , ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ କର୍ମୀ ମାନେ ଅଂଶଗ୍ରହଣ କରି ବିଜୁ ପଟ୍ଟନାୟକଙ୍କୁ ମରଣୋତର ଭାରତ ରତ୍ନ ପାଇଁ ଦାବି କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.